www.samajalive.in
Friday, December 12, 2025
26.1 C
Bhubaneswar

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି ସନ୍ଦେହରେ, ସନ୍ଦିଗ୍ଧର ଘର ଯାଞ୍ଚ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଦଳ । ସନ୍ଦିଗ୍ଧ ଘରୁ ଏକ ଲାପଟପ୍ ଜବାର କରିବା ସହ ଅନ୍ୟାନ୍ୟ କାଗଜପତ୍ର ଠାବ କରିଛି ଅନାଇଏ ।

ଏନଆଇଏର ଏକ ଦଳ ହଜାରିବାଗ  ଅନସାରନଗର ଅଞ୍ଚଳରେ ଶାହନୱାଜ ଆଲମଙ୍କ ଘରେ ଆଇଏସଆଇଏସ ଆତଙ୍କବାଦୀ ସମ୍ପର୍କ ସନ୍ଦେହରେ ଚଢାଉ କରିଥିଲା । ସନ୍ଦିଗ୍ଧଙ୍କ ଘରୁ ଏକ ଲାପଟପ୍ ଜବତ କରିବ ସହ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିଛି ଏନଆଇଏ । ଏବେବି କିଛି ଆତଙ୍କି ସମ୍ପର୍କ ଥିବା ବ୍ୟକ୍ତି ଝାଡ଼ଖଣ୍ଡରେ ଥିବା ତଦନ୍ତକାରୀ ଦଳ ସନ୍ଦେହ କରୁଛି ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories