ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ । ଅନୁଗୋଳ ବନଖଣ୍ଡ କରତପଟା ସେକ୍ସନ ଡ଼ିମିରିପାଳ ଗାଁ ନିକଟରେ ଏକ କଲରାପତରିଆ ବାଘ ଯନ୍ତାରେ ପଡିଯାଇଥିଲା। ଜନ୍ତୁ ଶିକାର ପାଇଁ ଗାଁରେ ଏହି ଫାଶ ବସାଯାଇଥିଲା । ସେହି ଯନ୍ତାରେ କଲରାପତରିଆ ବାଘ ପଡି ଛଟପଟ ହେବା ସହ ଗର୍ଜନ କରିଥିଲା। ଯାହାକୁ ନେଇ ଗାଁଲୋକେ ଆତଙ୍କିତ ହୋଇପଡିଥିଲେ। ବାଘକୁ ଯନ୍ତାରୁ ନିଶ୍ଚେତକ ଦେଇ ଉଦ୍ଧାର କରାଯାଇ କରି କୁଲାସିଂହା ନର୍ସରୀରେ ରଖାଯାଇଥିଲା।
ବାଘଟି ସୁରକ୍ଷିତ ଉଦ୍ଧାର କରାଯାଇଛି ।



