www.samajalive.in
Saturday, December 6, 2025
23.1 C
Bhubaneswar

ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେଡିର ନୂଆ ଥିଓରୀ: ପ୍ରମିଳା କହିଲେ- ସବୁ ଠିକ୍ ଥିଲେ ଆମେ ଜିତିବୁ

ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନକୁ ନେଇ ନୂଆ ଥିଓରୀ ଆପଣାଇଛି ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି, ସବୁ ଠିକ୍ ଥିଲେ ଆମେ ୧୦ ହଜାର ଭୋଟ୍‌ରେ ଜିତିବୁ।

ସେ କହିଛନ୍ତି, ବିଜେପି ଯଦି ଜିତେ ତାହେଲେ EVM ଜାଲିଆତି ସ୍ପଷ୍ଟ ହେବ। ଯେଉଁଥିପାଇଁ ଆମେ ସିଇଓଙ୍କ ନିକଟରେ ଅଭିଯୋଗ କରିଛୁ। ସରକାରୀ ଦଳ ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି। ଆବଶ୍ୟକ ନ ଥାଇ ବି ଅନେକ ସ୍ଥାନରେ EVM ବଦଳାଯାଇଛି। ହାଇଦ୍ରାବାଦରୁ ଇଞ୍ଜିନିୟରଙ୍କୁ ଆଣି ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି। ଯେଉଁଥିପାଇଁ ସେମାନେ ୩୦ରୁ ୪୦ ହଜାର ଭୋଟ୍‌ରେ ଜିତିବେ ବୋଲି କହୁଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories