www.samajalive.in
Saturday, December 6, 2025
17.1 C
Bhubaneswar

ମାଟିରେ ମିଶିଲା ଚିନ୍ମୟ ହତ୍ୟାକାରୀର ଦୋକାନ

ସମାଜ ଲାଇଭ ଡେସ୍କ : ରାଜଧାନୀର ବହ ଚର୍ଚ୍ଚିତ ଚିନ୍ମୟ ହତ୍ୟାକାଣ୍ଡରେ କମିଶନରେଟ ପୁଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ । ମୁଖ୍ୟ ଅଭିଯୁକ୍ତର ବ୍ୟବସାୟିକ ପ୍ରତିଷ୍ଠାନରେ ବୁଲିଛି ବୁଲ୍ଡୋଜର । ଗତ ଏପ୍ରିଲ୍‌ରେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ହୋଇଥିବା ଚିନ୍ମୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଟୁଲୁ ମହାନ୍ତିର ଦୋକାନରେ ବୁଲ୍ଡୋଜର ଚଢ଼ାଇଛି ପୁଲିସ୍ । ଟୁଲୁ ବହୁଦିନ ଧରି ସରକାରୀ ଜମିରେ ଦୋକାନ କରି ନିଜର ପତିଆରା ଜାହିର କରି ଆସୁଥିଲା । ଆଜି କମିଶନରେଟ ପୁଲିସ୍ ଉକ୍ତ ଦୋକାନକୁ ବୁଲ୍ଡୋଜର ରେ ଭାଙ୍ଗି ମାଟିରେ ମିଶାଇଛି । ମାମଲାରେ ମୋଟ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି  ଏବଂ ଏବେବି ଏକାଧିକ ଅଭିଯୁକ୍ତ ଫେରାର ଅଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories