www.samajalive.in
Saturday, December 6, 2025
17.1 C
Bhubaneswar

ମାଟ୍ରିକ୍ ଖାତା ଗାଏବ ମାମଲାରେ ଆଉ ୨ ଶିକ୍ଷକ ନିଲମ୍ବିତ

ମାଲକାନଗିରି: ପଡିଆ ଏସଏସଡି ସ୍କୁଲରୁ ମାଟ୍ରିକ୍ ଖାତା ଗାଏବ ମାମଲାରେ ଆଉ ୨ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ମାଲକାନଗିରି ଜିଲା ଶିକ୍ଷାଧିକାରୀ ସେମାନଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ଶିକ୍ଷକ ଦୁଇ ଜଣ ହେଲେ ଜଳନ୍ଧର ବେହେରା ଓ ପ୍ରଭାକର ପାତ୍ର । ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦ୍ର ଅଧୀକ୍ଷକ ଓ ଉପଅଧୀକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories