www.samajalive.in
Monday, December 8, 2025
13.1 C
Bhubaneswar

‘ଶମ୍ଭୁ ‘ଏକ ନୂଆ ସମ୍ଭାବନା, ୩୧ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ଶମ୍ଭୁ’

ଭୁବନେଶ୍ୱର :ରିଲିଜ ହେଲା ବହୁ ପ୍ରତୀକ୍ଷିତ ସିନେମା ‘ଶମ୍ଭୁ’ ।ଶୁଭମ ଓ ପିୟୁଷଙ୍କ ଉପରେ ନଜର ।ଶୁଭମଙ୍କ ଆକ୍ସନ ଓ ଅଭିନୟକୁ ଦର୍ଶକଙ୍କ ପ୍ରଶଂସା ।୩୧ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଶମ୍ଭୁ ।ଵିଭୂତି ଜେନାଙ୍କ ପ୍ରଯୋଜିତ ତଥା ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶି ତ ଏହି ସିନେମାରେ ନାୟିକା ଭୂମିକାରେ ତମନା ନଜର ଆସିଛନ୍ତି ।
ଅଭିନୟରେ ହରି ,କେକେ ,ଜୀବନ ପଣ୍ଡା ,ଡିସ୍କୋ ,ବ୍ଲାକ ରବି ,ପୀୟୂଷ ଓ ମିଟୁ ମିଥୁନ ନଜର ଆସିବେ ।ଡକ୍ଟର ରଜନିରଂଜନ ଶମ୍ଭୁର ସଂଳାପକାର ଥିବା ବେଳେ ଦୀପକ କୁମାର ସଙ୍ଗୀତକାର ଅଛନ୍ତି ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories