www.samajalive.in
Friday, December 5, 2025
26.1 C
Bhubaneswar

ସତ୍ୟର ଅପଳାପ : ସୁରେଶ ପୂଜାରୀ

ଭୁବନେଶ୍ଵର:ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ନାହିଁ ବୋଲି କହିଛି ବିଜେଡି। ଯେଉଁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ସତ୍ୟର ଅପଳାପ କରାଯାଇଛି। ବିଜେଡି ଅପରାଧକୁ ଉସୁକାଉଛି। ଯଦି କୌଣସି ପ୍ରମାଣ ନଥିବ ତାହେଲେ କୋର୍ଟରେ ବେଲ୍‌ ସଙ୍ଗେ ସଙ୍ଗେ ମିଳିଯିବ। ହତ୍ୟା ପାଇଁ ବାହାରୁ ପେଷାଦାର ଅପରାଧୀଙ୍କୁ ଡକାଯିବା କଥା ଶୁଣି ମୁଁ ଚକିତ ହେଉଛି। ଉଦ୍ଦେଶ୍ୟ ଥିଲେ ପରଦିନ ଗିରଫ କରିଥାନ୍ତୁ, ତାହେଲେ ଏତେ ଦିନ କାହିଁକି ସମୟ ଲାଗୁଛି। ତେଣୁ ମୁଁ କହୁଛି , ବିଜେଡି ଓଡିଶା ପାଇଁ ଅନ୍ୟାୟ କରୁଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories