କଟକରୁ ଭବାନୀ ଶଙ୍କର ବାରିକ/ ଭୁବନେଶ୍ବରରୁ ପ୍ରସନଜିତ୍ ମାହାଳିକ: କଟକରେ ୧୩ ଥାନା ଅଞ୍ଚଳ ଜାରି ରହିଛି କର୍ଫ୍ୟୁ। ବନ୍ଦ ରହିଛି ସାମାଜିକ ଗଣମାଧ୍ୟମ ଓ ଇଣ୍ଟରନେଟ୍ ସେବା। ସହରସାରା ଛାଇ ରହିଛନ୍ତି ପୁଲିସ। ଶୂନ୍ଶାନ୍ ଭାଇଚାରାର ସହର। ହାଇଆଲର୍ଟରେ ରହିଛି ଦରଘାବଜାର ଓ କଦମ ରସୁଲ ଅଞ୍ଚଳ। ଏହି ଦୁଇ ଅଞ୍ଚଳକୁ ବରିଷ୍ଠ ପୁଲିସ ଅଧିକାରୀମାନେ ନଜରରେ ରଖିଛନ୍ତି।
Popular Categories


