www.samajalive.in
Saturday, December 13, 2025
26.1 C
Bhubaneswar

‘ବୋଉ ବୁଟୁ ଭୂତ’ର ରିମେକ୍ କରିବେ କରଣ ଜୋହର !

 ଭୁବନେଶ୍ୱର : ମରାଠୀ, ଗୁଜୁରାଟୀ ଏବଂ ଦକ୍ଷିଣ ଇଣ୍ଡଷ୍ଟ୍ରିର ଫିଲ୍ମକୁ ନେଇ ରିମେକ୍‌ କରିବା ପରେ ଏ‌ବେ ଓଡ଼ିଶା ମୁହାଁ ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହର। କିଛି ମାସ ତଳେ ରିଲିଜ୍ ହୋଇଥିବା ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ବ୍ଲକ୍‌ବଷ୍ଟର ଫିଲ୍ମ ବୋଉ ବୁଟୁ ଭୂତ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଥିଲା। ଫିଲ୍ମଟି ଆୟରେ ଅନେକ ବଲିଉଡ ଫିଲ୍ମକୁ ମଧ୍ୟ ପଛରେ ପକାଇଥିଲା। ଏବେ ଏହାର ଲୋକପ୍ରିୟତାକୁ ‌ଦେଖି ଫିଲ୍ମର ରିମେକ୍ ପାଇଁ ଇଚ୍ଛା ପ୍ରକାଶ କରିଛି ଧର୍ମା ପ୍ରଡକ୍ସନ। ଧର୍ମା ବଲିଉଡର ବଡ଼ ପ୍ରଡକ୍ସନ କମ୍ପାନି ମଧ୍ୟରୁ ଗୋଟାଏ। କୁହାଯାଉଛି ଯେ, ଧର୍ମା ପ୍ରଡକ୍ସନ ଫିଲ୍ମର ରିମେକ୍ ରାଇଟ୍ସ କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories