www.samajalive.in
Saturday, December 6, 2025
15.1 C
Bhubaneswar

କମିଲା ସୁନା ରୁପା ଦାମ୍

ନୂଆଦିଲ୍ଲୀ: ସୁନା ରୁପା ଦାମ୍ ସୋମବାର ହ୍ରାସ ପାଇଛି। ସୁନା ୧୦୪ ଟଙ୍କା ଶସ୍ତା ହୋଇ ୧,୦୯,୬୦୩ ଟଙ୍କା ପ୍ରତି ୧୦ ଗ୍ରାମକୁ ଖସି ଆସିଛି। ୧ କିଲୋଗ୍ରାମ ରୁପା ଦାମ୍ ୨୪୫ ଟଙ୍କା ହ୍ରାସ ପାଇ ୧,୨୭,୭୬୩ ଟଙ୍କାକୁ ଆସିଯାଇଛି। ଶୁକ୍ରବାର ସୁନା ୧,୦୯,୭୦୭ ଟଙ୍କା ଓ ରୁପା ୧,୨୮,୦୦୮ ଟଙ୍କା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଚଳିତ ବର୍ଷ ସୁନା ୩୩,୪୪୧ ଟଙ୍କା  ବଢିଛି। ୩୧ ଡିସେମ୍ବର ୨୦୨୪ରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୭୬,୧୬୨ ଟଙ୍କା ଥିଲା, ଏବେ ୧,୦୯,୬୦୩ ଟଙ୍କା ହୋଇଯାଇଛି। ରୁପା ଦାମ୍ ବର୍ଷକ ମଧ୍ୟରେ ୪୧,୭୪୬ ଟଙ୍କା ବଢିଛି। ୩୧ ଡିସେମ୍ବର ୨୦୨୪ରେ ଏକ କିଲୋଗ୍ରାମ ରୁପା ୮୬,୦୧୭ ଥିଲା ଯାହା ଏବେ ୧,୨୭,୭୬୩ ଟଙ୍କା ହୋଇଛି।
ମହାନଗର ୨୪ କ୍ୟାରେଟ୍ ସୁନା ଦାମ୍
ଦିଲ୍ଲୀ ୧,୧୧,୨୧୦
ମୁମ୍ବଇ ୧,୧୧,୦୬୦
କଲକାତା ୧,୧୧,୦୬୦
ଚେନ୍ନଇ ୧,୧୧,୩୮୦
ମହାନଗର ୨୨ କ୍ୟାରେଟ୍ ସୁନା ଦାମ୍
ଦିଲ୍ଲୀ ୧,୦୧,୯୫୦
ମୁମ୍ବଇ ୧,୦୧,୮୦୦
କଲକାତା  ୧,୦୧,୮୦୦
ଚେନ୍ନଇ ୧,୦୨,୧୦୦

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories