www.samajalive.in
Sunday, December 14, 2025
14.1 C
Bhubaneswar

ଖଣିରେ ପୁଲିସର ଚଢ଼ାଉ: ଜେସିବି ଓ ଟ୍ରାକ୍ଟର ଜବତ, ଦୁଇ ଅଟକ

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ରାଇପଡା ରାଜସ୍ୱ ମଣ୍ଡଳ ପଟିଆ ଅଞ୍ଚଳରେ ଚେ।ରା ମାଙ୍କଡା ପଥର ଖଣି ବଢିବାରେ ଲାଗିଛି। ଯାହା ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ଖଣି ବିଭାଗ ଚୁପଚାପ ବସିଥିବା ଅଭିଯୋଗ ହେଉଛି। ରାଜସ୍ବ କର୍ମଚାରୀ ଜାଣି ନ ଦେଖିଲା ଭଳି ଅଭିନୟ କରୁଥିବା ଅଭିଯୋଗ ହେଉଛି। ଏଭଳି ପରିସ୍ଥିତିରେ ଚାନ୍ଦପୁର ଥାନା ଅଣ୍ଟା ଭିଡିଥିବା ଜଣାପଡିଛି। ଚାନ୍ଦପୁର ଥାନା ନିରୀକ୍ଷକଙ୍କ ନିର୍ଦେଶରେ ଉପ ନିରୀକ୍ଷକ ସଞ୍ଜୟ କୁମାର ପରିଡା ସାଙ୍ଗରେ ତିନି ଜଣ ପେ।ଲିସ କର୍ମଚାରୀଙ୍କୁ ଧରି ସାଦା ପେ।ଷାକରେ ଅଗଷ୍ଟ ୩୦ ତାରିଖ ଅପରାହ୍ନ ୩ଟାରେ ପଟିଆ ଜ୍ୱାଇଁ ସାହି ନିକଟ ଚେ।ରା ଖଣିରେ ଚଢାଉ କରିଥିଲେ। ଗୋଟିଏ ଜେସିବି ଓ ଗୋଟିଏ ଟ୍ରାକ୍ଟର ଜବତ କରିବା ସହ ଦୁଇ ଜଣ ଚାଳକଙ୍କୁ ଅଟକ ରଖିଥିବା ଜଣାପଡିଛି।

Hot this week

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

Related Articles

Popular Categories