www.samajalive.in
Saturday, December 13, 2025
26.1 C
Bhubaneswar

ବାୟୁ ସେନାକୁ କ୍ରୀଡ଼ାବିତ୍‍ଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବାଲାକୋଟ୍‍ଠାରେ ଜୈସେ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ତାଲିମ୍‍ ଶିବିରକୁ ନଷ୍ଟ କରିଥିବାରୁ ବାୟୁ ସେନାର ଭୂୟସୀ ପ୍ରଶଂସା କରିଛନ୍ତି ଦେଶର କ୍ରୀଡ଼ାବିତ୍‍। ସେମାନେ ଟ୍ୱିଟ୍‍ ବାର୍ତ୍ତାରେ ବାୟୁ ସେନାକୁ ଅଭିବାଦନ ଜଣାଇଛନ୍ତି। ସେହି କ୍ରୀଡ଼ାବିତ୍‍ମାନେ ହେଉଛନ୍ତି ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ୍‍, ଶିଖର ଧୱନ୍‍, ଅଜିଙ୍କ୍ୟ ରାହାଣେ, ସାଇନା ନେହେୱାଲ୍‍, ଏଚ୍‍.ଏସ୍‍. ପ୍ରଣୟ, କିଦାମ୍ବୀ ଶ୍ରୀକାନ୍ତ, ସାକ୍ଷୀ ମଲ୍ଲିକ, ଯୋଗେଶ୍ୱର ଦତ୍ତ, ମନୋଜ କୁମାର ଏବଂ ମହେଶ ଭୂପତି। ଅନ୍ୟ ପକ୍ଷରେ କ୍ରୀଡ଼ାବିତ୍ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ପ୍ରଶଂସା କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories