www.samajalive.in
Saturday, December 6, 2025
17.1 C
Bhubaneswar

ଶିଶୁ ସେବୀକା ନିୟୋଜନ ପାଇଁ ଗାଇଡ୍ ଲାଇନ୍

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତିରେ ଶିଶୁ ସେବୀକା ନିୟୋଜନ ପାଇଁ ମାର୍ଗଦର୍ଶିକା ପ୍ରକାଶପାଇଛି।ଏଥିରେ ଛୋଟ ଛୋଟ ପିଲାଙ୍କ ବିଭିନ୍ନ ଆବଶ୍ୟକତା ପୁରଣ ପାଇଁ ନିଯୁକ୍ତି ହେବ।
ଏହାକୁ ନେଇ ଶାରୀରିକ ଓ ମାନସିକ ସ୍ତରରେ ସକ୍ଷମ ଶିକ୍ଷିତ ମହିଳା ମାନଙ୍କୁ ନିଯୁକ୍ତି ମିଳିବ।ଏଥିରେ ବୟସ ସୀମା ୧୮ ରୁ ୪୫ ଭିତରେ ରହିଛି । ଆର୍ଥିକ ଅନଗ୍ରସର ଓ ନିରାଶ୍ରୟ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯିବା ନେଇ ରାଜ୍ୟସରକାର ସୂଚନା ଦେଇଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories