ମେଡିକାଲ୍ରୁ ଡିସ୍ଚାର୍ଜ ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ସୁସ୍ଥ ହେବା ପରେ ଘରୋଇ ମେଡ଼ିକାଲ୍ରୁ ସିଧା ନବୀନ ନିବାସ ଗଲେ, ଗତ ୧୭ ତାରିଖ ଅପରାହ୍ନରେ ମେଡିକାଲ୍ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ ନବୀନ…
ଲାଞ୍ଚ ନେବା ବେଳେ ଧରାପଡ଼ିଲେ MCL ସବ୍ ଏରିଆ ମ୍ୟାନେଜର୍, MCL କୋଇଲା ଖଣିର ରାମପୁର ସବ୍ ଏରିଆ ମ୍ୟାନେଜର୍ ଅସିତ୍ କୁମାରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ସିବିଆଇ ଟିମ୍, ବିସ୍ଥାପିତଙ୍କ ବକେୟା ଟଙ୍କା ରିଲିଜ୍ ପାଇଁ ନେଉଥିଲେ ଲାଞ୍ଚ…
ରାଜ୍ୟରେ ୪ ହଜାର ୫୧୫ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ, ୮ ଜିଲ୍ଲାରେ ୧୯ ଶିଳ୍ପ ପ୍ରକଳ୍ପକୁ SLSWCAର ମଞ୍ଜୁରି, ଏହାଦ୍ବାରା ୮୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ…
ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ଘଟଣାରେ NHRCଙ୍କ ହସ୍ତକ୍ଷେପ, ନିଜ ଆଡୁ ହସ୍ତକ୍ଷେପ କରି ପୋଲିସ ଡିଜିଙ୍କୁ ନୋଟିସ୍ ଜାରି କଲେ, ୨ ସପ୍ତାହ ମଧ୍ୟରେ ତଦନ୍ତର ସ୍ଥିତି ସହ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ…
ଉତ୍କ୍ଷେପଣ ହେଲା ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫, ଅବଦୁଲ କଲାମ ଦ୍ବୀପରୁ ସଂଧ୍ୟା ୬ଟା ୩୦ରେ ଉତ୍କ୍ଷେପଣ, ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବା ସହ ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିମିରୁ ଅଧିକ…
ଏସିଆ କପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା, ୧୮ ଜଣିଆ ଟିମ୍ରେ ୩ ଓଡ଼ିଆ ଖେଳାଳି ସାମିଲ୍, ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା, ନୀଲମ ସଞ୍ଜୀପ ଖେସ୍ଙ୍କୁ ସୁଯୋଗ, ଆସନ୍ତା ୨୯ରୁ ବିହାର ରାଜଗିର୍ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ…
ଲୋକସଭାରେ ପାସ୍ ହେଲା ଅନଲାଇନ୍ ଗେମିଂ ବିଲ୍-୨୦୨୫, ଅନଲାଇନ୍ ଗେମ୍ ଅନେକ ଲୋକଙ୍କ ଜୀବନ ନେଉଛି କହିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ୩୧ ମାସରେ ଅନ୍ଲାଇନ୍ ଗେମ୍ ଖେଳି ପ୍ରାଣ ହରାଇଛନ୍ତି ୩୨…
କୋଦଳା ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ଡାକ୍ତର, ଗତକାଲି ୪୫୦ ଗ୍ରାମ୍ ଅଫିମ ସହ ଧରାପଡ଼ି ଜେଲ୍ରେ ଥିଲେ…
ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର, ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ କରିବେ, ସମସ୍ୟାକୁ ଥାନା ଏବଂ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ…



