ପାଟଣା : ହାତୀ ଚଲାପଥରେ ଅସୁରକ୍ଷିତ ବିଦ୍ୟୁତ୍ ତାର ଶୀର୍ଷକ ଖବର ସମାଜ ପୋର୍ଟାଲରୁ ଦେଖିବା ପରେ ଗତରାତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ଟାଟା ପାୱାରର ଅଞ୍ଚଳ ଅଧିକାରୀ ଓ ବନ ବିଭାଗକୁ ଏନେଇ ସୂଚନା ଦେଇ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଆଜି ବିଦ୍ୟୁତ୍ ବିଭାଗ ଓ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ମିରିଗିଖୋଜି ପଞ୍ଚାୟତ ଅସନବାହାଳି ତଳସାହି କାଜୁ ବଗିଚାରେ ପଡି ରହିଥିବା ବିଦ୍ୟୁତ୍ ତାରକୁ ସୁବ୍ୟବସ୍ଥିତ କରିଥିବା ଦେଖାଯାଇଛି।
Popular Categories



