ହାତୀ ଚଳପ୍ରଚଳ ରାସ୍ତାରେ ଅସୁରକ୍ଷିତ ବିଦ୍ୟୁତ ତାର

ପାଟଣା : ପାଟଣା ବିଦ୍ୟୁତ ବିଭାଗର ଅବେହଳା ପାଇଁ ଖୋଲାରେ ପଡିଛି ବିଦ୍ୟୁତ ତାର। କେଉଁଠାରେ ବିଦ୍ୟୁତ ତାର ଓହଳି ହାତ ପାହାନ୍ତାରେ ଥିବାବେଳେ କେଉଁଠି ଖୁଣ୍ଟରୁ ଝୁଲି ତଳେ ପଡିଛି। ଏପରି ଦେଖିବାକୁ ମିଳିଛି ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତ ଅସନବାହାଳି ଗ୍ରାମ ତଳ ସାହିରେ।  ବିଦ୍ୟୁତ ତାର ଝୁଲିଥିବା ଇଲାକାରେ ହାତୀମାନଙ୍କ ଚଳପ୍ରଚଳ ହେଉଥିବାରୁ ଅଘଟଣ ଘଟିବା ଆଶଙ୍କା ରହିଛି । ବିଦ୍ୟୁତ ତାରକୁ ଲୋକେ ଏକାଠି କରି ଗଛରେ ବାନ୍ଧି ଦେଇଥିବାବେଳେ … Continue reading ହାତୀ ଚଳପ୍ରଚଳ ରାସ୍ତାରେ ଅସୁରକ୍ଷିତ ବିଦ୍ୟୁତ ତାର