www.samajalive.in
Friday, December 12, 2025
14.1 C
Bhubaneswar

ଜମ୍ମୁ-କାଶ୍ମୀର କାଠୁଆରେ ବାଦଲଫଟା ବର୍ଷା ; ୪ ମୃତ

ଶ୍ରୀନଗର : ଜମ୍ମୁ-କାଶ୍ମୀରର କାଠୁଆରେ ରବିବାର ସକାଳେ ବାଦଲ ଫଟା ବର୍ଷା କାରଣରୁ ଅଘଟଣ ଘଟି ଏଯାଏଁ ୪ ଜଣଙ୍କ ମୃତ୍ୟୁ ହେବା ନେଇ ଖବର ସାମ୍ନାକୁ ଆସିଛି । ହଠାତ୍‌ ମାଡି ଆସିଥିବା ବନ୍ୟା ପାଣି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଉଠିଛି । ଘର ଭିତରେ ବନ୍ୟା ପାଣି ପଶି ରହିଛି । ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି । ଜମ୍ମୁ-ପଠାନକୋଟ୍‌ ରାଜମାର୍ଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ରେଳ ଧାରଣା ଗୁଡିକ ପାଣିରେ ବୁଡି ରହିଛି । ଘାଟି ଓ ଜଙ୍ଗଲୋଟ ସକାଳେ ପ୍ରବଳ ବର୍ଷା କାରଣରୁ ଘର ଗୁଡିକ ପାଣିରେ ବୁଡି ରହିଛି । ପୁଲିସ କହିଛି ଯେ, କାଠୁଆ ପୁଲିସ ଷ୍ଟେସନ ଓ ଅନ୍ୟ ଅଟ୍ଟାଳିକା ପାଣିରେ ବୁଡି ରହିଛି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନେକ ଲୋକେ ଏବେ ମଧ୍ୟ ଫସି ରହିଛନ୍ତି ।

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ସିମ୍ପସନଙ୍କ ଦେହାନ୍ତ

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories