ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ସିମ୍ପସନଙ୍କ ଦେହାନ୍ତ
ସିଡ୍ନୀ: ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ବବ୍ ସିମ୍ପସନଙ୍କ ଶନିବାର ସିଡ୍ନୀରେ ଦେହାନ୍ତ ହୋଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ସିମ୍ପସନ କିଛି ଦିନ ହେବ ଅସୁସ୍ଥ ଥିଲେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସୂଚନା ଦିଆଯାଇଛି। ୧୬ ବର୍ଷ ବୟସରେ ସ୍ବର୍ଗତ ସିମ୍ପସନ ନ୍ୟୁ ସାଉଥ ୱେଲ୍ସ ପକ୍ଷରୁ ଭିକ୍ଟୋରିଆ ବିପକ୍ଷରେ ପ୍ରଥମଶ୍ରେଣୀ କ୍ରିକେଟ ପଦାର୍ପଣ କରିଥିଲେ। ୨୫୭ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୬୦ଟି ଶତକ ଓ ୧୦୦ଟି ଅର୍ଦ୍ଧଶତକ … Continue reading ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ସିମ୍ପସନଙ୍କ ଦେହାନ୍ତ
Copy and paste this URL into your WordPress site to embed
Copy and paste this code into your site to embed