www.samajalive.in
Saturday, December 13, 2025
21.1 C
Bhubaneswar

କଟକରେ ମହିଳା ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଅସଦାଚରଣ ଅଭିଯୋଗ

କଟକ : ମହିଳା ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ସଦର ଥାନା ଫୁଲନଖରା ଅଞ୍ଚଳର ସରକାରୀ ଡାକ୍ତରଖାନାରେ ଏହି ଅସଦାଚରଣ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ପବ୍ଲିକ୍‌ ହେଲ୍‌ଥ ମ୍ୟାନେଜର ନିଶିଥ୍‌ ସାହୁଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଘଟଣାକୁ ନେଇ ଅତିରିକ୍ତ ଅର୍ବାନ ପ୍ରାଇମେରୀ ହେଲଥ୍‌ ଅଫିସରଙ୍କୁ ଜଣାଇଥିଲେ ମାତ୍ର କାର୍ଯ୍ୟାନୁଷ୍ଠାନ ନ ହେବାରୁ ସଦର ଥାନାରେ ଏତଲା ପରେ ଗିରଫ କରାଯାଇ ତଦନ୍ତ ଜାରି ରହିଛି ।

ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..

୧୮ ବର୍ଷ ପରେ ଏକାଠି ହେବେ ସୂର୍ଯ୍ୟ-କେତୁ : ଏହି ରାଶିଙ୍କୁ ଦେବେ ଧନ ଠାରୁ ଆରମ୍ଭ କରି ବିବାହ ସବୁଥିରେ ସଫଳତା, ଦୂର ହେବ ଚିନ୍ତା..

- Advertisement -

ଦେଖନ୍ତୁ ଭିଡିଓ .. ମାନବିକତା ଦେଖାଇଲେ ଟ୍ରାଫିକ୍‌ ପୁଲିସ; ମୃତ୍ୟୁ ମୁହଁରୁ ରକ୍ଷା କଲେ କାର୍‌ ଚାଳକଙ୍କ ଜୀବନ..

ଦେଖନ୍ତୁ ଭିଡିଓ; ଡେଲିଭରି ବଏକୁ ଚାପୁଡା ପରେ ଚାପୁଡା ମାରିଲେ, ଜାଣନ୍ତୁ କାରଣ..

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories