ଦେଖନ୍ତୁ ଭିଡିଓ; ଡେଲିଭରି ବଏକୁ ଚାପୁଡା ପରେ ଚାପୁଡା ମାରିଲେ, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ : ଲଖନଉର ଭାଇରାଲ୍‌ ହୋଇଥିବା ଏକ ଭିଡିଓ ଦେଖି ଲୋକେ ଖୁବ୍‌ କ୍ରୋଧ ପ୍ରକାଶ କରିବା ସହ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଘଟଣା କ୍ରମେ ଏଠାରେ ଜଣେ ଡେଲିଭରି ବଏ ଗ୍ରାହକଙ୍କୁ ଜିନିଷ ଦେବାକୁ ପହଞ୍ଚିଥିଲେ । ମାତ୍ର ଡେଲିଭରି ବଏ ଜଣକ ପ୍ରଥମ ମହଲାକୁ ଖାଦ୍ୟ ପହଞ୍ଚାଇବାକୁ ମନା କରି ଦେଇଥିଲେ । ବାସ୍‌ ଏତିକିରେ ଗ୍ରାହକ ଜଣକ ଡେଲିଭରି ବଏ ଉପରେ ଖୁବ୍‌ ରାଗି ଯାଇଥିଲେ । A Guy Beats … Continue reading ଦେଖନ୍ତୁ ଭିଡିଓ; ଡେଲିଭରି ବଏକୁ ଚାପୁଡା ପରେ ଚାପୁଡା ମାରିଲେ, ଜାଣନ୍ତୁ କାରଣ..