www.samajalive.in
Friday, December 5, 2025
20.1 C
Bhubaneswar

ସର୍ଟ ସର୍କିଟ୍ ରୁ ଜଳିଗଲା ଦୋକାନ !

ରଣପୁରଗଡ: ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ହାଟସାହି ମାଛ ବଜାର ନିକଟରେ ଥିବା ମାଗି ବେହେରା ଙ୍କ ଚିକେନ ଦେ।କାନ ଏବଂ  ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ତେଜରାତି ଦୋକାନରେ ନିଆଁ ଲାଗି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ ଦୋକାନରେ ଥିବା ସାମଗ୍ରୀ ଏବଂ ନଗଦ ପ୍ରାୟ ୩ ଲକ୍ଷ ଟଙ୍କା ଜଳି ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତି ୩ଟାରେ ଏହି  ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ରଣପୁର ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ଅମରେନ୍ଦ୍ର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ବିଦ୍ୟୁତ କାର୍ଯ୍ୟାଳୟକୁ ବିଦ୍ୟୁତ ସଯୋଗ କାଟିବାକୁ ଫୋନ୍ କରା ଯାଇଥିଲେ ମଧ୍ୟ ବିଦ୍ୟୁତ ବିଛିନ୍ନ ପାଇଁ ବହୁ ବିଳମ୍ଭ ହେ।ଇଥିଲା। ଫଳରେ ବିଳମ୍ବରେ ଅଗ୍ନି ଆୟତ୍ତ ହେ।ଇଥିଲା। ବିଦ୍ୟୁତ ପରିଚାଳକ ଯନ୍ତ୍ରୀ ସୁଦର୍ଶନ କଦମ ସିଂ ବିଦ୍ୟୁତ ବିଭାଗ ର ଅବହେଳା କୁ ଅସ୍ୱୀକାର କରିଥିଲେ। ଅପରପକ୍ଷେ ବିଦ୍ୟୁତ ବିଭାଗ ର ଜରୁରୀ ସେବା ରଣପୁର ରେ ଅବହେଳା ହେଉଥିବା ଅଭିଯୋଗ ହୋଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories