www.samajalive.in
Saturday, December 6, 2025
15.1 C
Bhubaneswar

୫୦ଲକ୍ଷର ସୁନାଗହଣା ଲୁଟ୍‍

ସମାଜ ଡିଜିଟାଲ ଡେସ୍କ: ବାଲେଶ୍ୱର ଜିଲା ସୋର ଦହିଷଡା ଗାଁରେ ବ୍ୟବସାୟୀଙ୍କ ଘରୁ ବଡ ଧରଣର ଲୁଟ୍‍ ଅଭିଯୋଗ ହୋଇଛି । ଘରର ପଛ କବାଟ ଭାଙ୍ଗି ଭୁଜାଲି, ବନ୍ଧୁକ ଦେଖାଇ ୫ଜଣ ଦୁର୍ବୃତ୍ତ ଲୁଟ କରିଥିବା ଅଭିଯୋଗ ହୋଇଛି । ପରିବାରର ୨ଜଣଙ୍କୁ ବାନ୍ଧି ଘରେ ଥିବା ପ୍ରାୟ ୫୦ଲକ୍ଷର ସୁନା ଗହଣା ଲୁଟି ନେଇଥିବା ବ୍ୟବସାୟୀ କହିଛନ୍ତି । ବିଳମ୍ବିତ ରାତିରେ ଏହି ଲୁଟ୍‍ ହୋଇଥିବା ଜଣାପଡିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟେରାଙ୍କୁ ଧରିବାକୁ ପୁଲିସ ଛାନଭିନ୍‍ ଚଳାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories