www.samajalive.in
Sunday, December 14, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; କାର୍‌ ତଳେ ଫସି ରହିଲା କୁମ୍ଭୀର, ତା’ପରେ..

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର କାକାଡୁ ଜାତୀୟ ଉଦ୍ୟାନରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ମାମଲା ସାମ୍ନାକୁ ଆସିଛି । ଯାହାର ଭିଡିଓ ମଧ୍ୟ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଏହି ଭିଡିଓଟି ସଭିଁଙ୍କ ହୋସ୍‌ ଉଡାଇବା ସହ ଧ୍ୟାନକୁ ଆକର୍ଷିତ କରୁଛି । ଏଠାରେ ଏକ କାର୍‌ ପ୍ରସିଦ୍ଧ ନଦୀର କ୍ରସିଂ – କାହିଲ୍ସ କ୍ରସିଂ ଦେଇ ଯାଉଥିଲା, ହଠାତ୍ କାର୍‌ ତଳେ ପାଣି ତଳୁ ଏକ ବିରାଟ କୁମ୍ଭୀର ଦେଖାଯାଇଥିଲା । ଚାଳକ ଜଣକ ପ୍ରଥମେ ଜାଣି ପାରିନଥିଲେ କାର୍‌ ତଳେ ଏକ କୁମ୍ଭୀର ରହିଛି ।


ଚଳନ୍ତା ଅବସ୍ଥାରେ ଗାଡି ତଳେ ଥିବା କିଛି ଅନୁଭବ କରି ଗାଡିକୁ ରୋକି ଥିଲେ। ଚାଳକ ଜଣକ ଗାଡିକୁ ଅଟକାଇ ରଖିବା ପରେ କୁମ୍ଭୀରଟି ଅନେକ ଚେଷ୍ଟା କରି କାର୍‌ ତଳୁ ବାହାରିଥିଲା । ଏହି ୨୪ ସେକେଣ୍ଡର ଭିଡିଓକୁ ଦେଖିବାକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ଭିଡିଓ ଦେଖିବା ପରେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଆଉ ମାତ୍ର ଅଳ୍ପ ଦିନ.. ଖାଲି ଧନ ହିଁ ଧନ ଦେବ ମଙ୍ଗଳ-ଶନିଙ୍କ ଶକ୍ତିଶାଳୀ ରାଜଯୋଗ; ଏହି ୫ ରାଶିଙ୍କୁ ମିଳିବ ବଡ ସଫଳତା

- Advertisement -

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories