www.samajalive.in
Saturday, December 6, 2025
26.1 C
Bhubaneswar

ସାମାଜିକ ଅନୁଷ୍ଠାନର ନେତୃତ୍ୱର ସୁଯୋଗ ସମ୍ବନ୍ଧୀୟ କର୍ମଶାଳା

ଫୁଲବାଣୀ: ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସଦସ୍ୟ ସାମାଜିକ ଅନୁଷ୍ଠାନର ଦି୍ୱତୀୟ ଧାଡି ନେତୃତ୍ୱର ସୁଯୋଗ ସମ୍ବନ୍ଧୀୟ ଏକ ଦିବସୀୟ କର୍ମଶାଳା ଧ୍ୱନି ଫାଉଣ୍ଡେସନ ଓ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ମିଳିତ ସହଯୋଗରେ ଜନ ବିକାଶ ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟର୍ନିବାହି ଅଧିକାରୀ ଗୋପିନାଥ କେ.ଏନ୍‌‌ ଅତିଥିଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସଂଯୋଜକ ମିହିର କୁମାର ମହାନ୍ତି ଓ ଗୋବିନ୍ଦ ଏସ. ରଞ୍ଜନ ପରିଚାଳନା କରିଥିଲେ।

ପି.ଏ.ଜି.ର ବରିଷ୍ଠ ସଦସ୍ୟ କୈଳାସ ଦଣ୍ଡପାଟ ପୌରହିତ କରିଥିଲେ। ଅନ୍ୟ ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି କର୍ମଶାଳାର ଦିଗପ୍ରତି ଆଲୋକପାତ କରିଥିଲୋ ଫୁଲବାଣୀ ସ୍ବେଛାସେବୀ ମହାସଂଘ ଦୀର୍ଘ ୪୦ ବର୍ଷର ସ୍ଥିତି, ଅନୁଭୁତି, ଲୋକାଭିମୁଖି କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ପି.ଏ.ଜି.ର ଅଧକ୍ଷ ରାମ ଚନ୍ଦ୍ର ଦାସ ଓ ଆବାହକ ଇଂ ହରିଶଙ୍କର ରାଉତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା ବେଳେ ପ୍ରଦିପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories