www.samajalive.in
Friday, December 12, 2025
15.1 C
Bhubaneswar

କୁକୁର କାମୁଡା ଗାଈ କ୍ଷୀର ଖାଇ ଲୋକେ ଭୟଭୀତ

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଗୁମୁକା ପଂଚାୟତର ଏମଭି-୬୫ ଓ ଏମପିଭି-୧୧ ଗ୍ରାମରେ ଗୋଟିଏ ପାଗଳା କୁକୁର ଆତଙ୍କ ଦେଖାଦେଇଛି । ଗୋଟିଏ ଗାଈକୁ ଉକ୍ତ ପାଗଳ କୁକୁର କାମୁଡିବା ପରେ ଗାଈଟି ଏବେ ପାଗଳ ହେବା ସହ ଅସୁସ୍ଥ ହୋଇପଡିଛି । ସେହି ଅସୁସ୍ଥ ଗାଇର କ୍ଷୀରରେ ପ୍ରସାଦ ଖାଇ ଦୁଇ ଗ୍ରାମର ଲୋକେ ଏବେ ଭୟବୀତ ହୋଇପଡିଛନ୍ତି । ଶନିବାର ଏମଭି-୬୫ ଓ ଏମପିଭି-୧୧ ଗ୍ରାମର ମୋଟ ୫ ଶହରୁ ଉର୍ଦ୍ଧ ଲୋକ କାଲିମେଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି କୁକୁର କାମୁଡା ଇଂଜେକ୍ସନ ନେଇଥିବା ସୂଚନା ମିଳିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories