Browsing Tag

mental dog

ବୁଲା କୁକୁର ଆତଙ୍କ ; ନାବାଳିକା ଗୁରୁତର

କଲମପୁର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରେ ପୁଣି ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗୋଲାମୁଣ୍ଡା ବ୍ଳକ୍ ଖଇରପଦରରେ ଗାଁରେ ଜଣେ ନାବାଳିକା ଶୌଚ ପାଇଁ ଯାଉଥିବା ବେଳେ ୧୨ରୁ ୧୪ ଟି ବୁଲା କୁକୁର…
Read More...

ଇସ୍ପାତ କାରଖାନାରେ ପାଗଳ କୁକୁର ଆତଙ୍କ ; ୧୨ ଆହତ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ପରିସରରେ ପାଗଳ କୁକୁର ଆତଙ୍କ ଦେଖିବାକୁ ମିଳିଛି । ଦୁଇଟି ପାଗଳ କୁକୁର କାମୁଡାରେ ପ୍ରାୟ ୧୨ ଜଣ ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଇସ୍ପାତ ଜେନେରାଲ୍‌…
Read More...

କୁକୁର କାମୁଡା ଗାଈ କ୍ଷୀର ଖାଇ ଲୋକେ ଭୟଭୀତ

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଗୁମୁକା ପଂଚାୟତର ଏମଭି-୬୫ ଓ ଏମପିଭି-୧୧ ଗ୍ରାମରେ ଗୋଟିଏ ପାଗଳା କୁକୁର ଆତଙ୍କ ଦେଖାଦେଇଛି । ଗୋଟିଏ ଗାଈକୁ ଉକ୍ତ ପାଗଳ କୁକୁର କାମୁଡିବା ପରେ ଗାଈଟି…
Read More...