www.samajalive.in
Friday, December 12, 2025
16.1 C
Bhubaneswar

ଗରା ଭିତରେ ଶିଶୁ ମୁଣ୍ଡ

ମାଲକାନଗିରି: ଗରା ଭିତରେ ଶିଶୁ ମୁଣ୍ଡ । ଏଭଳି ଏକ ଅଭାବନୀୟ ଘଟଣା ଶନିବାର ମାଲକାନଗିରିରୁ ଆସିଛି। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗ୍ରାମର ପ୍ରଦୀପ ବିଶ୍ୱାସଙ୍କ ପୁଅ ତନ୍ମୟ ବିଶ୍ୱାସଙ୍କ ମୁଣ୍ଡ ଏକ ଗରା ମଧ୍ୟରେ ପଶି ଯାଇଥିବା ବେଳେ ଗରାକୁ କାଟି ଶିଶୁଟିକୁ ଉଦ୍ଧାର କରିଛି ଦମକଳ ବାହିନୀ। ପୁଅଟି ଖେଳୁ ଖେଳୁ ହଠାତ୍‌ ତା’ ମୁଣ୍ଡରେ ଗରା ପଶି ଯାଇଥିଲା। ତେବେ ପରିବାର ଲୋକେ ପୁଅର ମୁଣ୍ଡରୁ ଗରାକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବାହାରି ନଥିଲା। ତୁରନ୍ତ ଦମକଳ ବାହିନୀକୁ ଲୋକେ ଯୋଗଯୋଗ କରି ସ୍ୱତନ୍ତ୍ର କଟର ଯୋଗେ ଏହାକୁ କାଟି ବାହାର କରି ଥିଲେ। ପୁଅଟିର ଅବସ୍ଥା ଭଲ ଥିବା ଜଣାପଡିଛି।

ଦୁର୍ଲ୍ଲଭ ରାଜଯୋଗ :ଏହି ରାଶିଙ୍କ ଉପରେ ବର୍ଷିବ ଶନି-ଶୁକ୍ରଙ୍କ କୃପା, ହଠାତ୍‌ ହେବେ ଧନୀ, କିଣିବେ ଘର,ଗାଡି..

- Advertisement -

 

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories