www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଛାତିଥରା ଭିଡିଓ ; କଳାନାଗ ଉପରେ ପଡିଗଲା ଶିଶୁ ପାଦ, ତା’ପରେ

ନୂଆଦିଲ୍ଲୀ : ସାପ ନାଁ ଶୁଣିବା ମାତ୍ରେ ଭୟଭୀତ ହେବା ସାଧାରଣ କଥା । ସୋସିଆଲ ମିଡିଆରେ ସାପର ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ଆଶ୍ଚର୍ଯ୍ୟଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । ତେବେ ଚିନ୍ତା କରନ୍ତୁ ଘର ବାହାରେ ନୁହେଁ ବରଂ ଘର ଭିତରେ ହଠାତ୍‌ ଆପଣଙ୍କ ସାମ୍ନାକୁ ଏକ ବିରାଟକାୟ ନାଗସାପ ଆସିଲେ ଅବସ୍ଥା କ’ଣ ହେବ । ନିକଟରେ ନାଗସାପର ଏକ ଛାତିଥରା ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଥିବା ବେଳେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।


ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିପାରିବେ, ଏକ ରୁମ୍‌ରେ କବାଟ ନିକଟରେ ଏକ କଳାନାଗ ଧିରେ ଧିରେ ଯାଉଛି । ସେହି ସମୟରେ ଏକ ଶିଶୁ କବାଟ ଖୋଲିବା ମାତ୍ରେ ତା’ର ପାଦ ସାପ ଉପରେ ପଡିଯାଇଛି । ସାପଟି ମଧ୍ୟ ଫଣା ଟେକି ରହିଥିବା ଦେଖିପାରିବେ । ଶିଶୁଟି ଚିତ୍କାର କରିବା ସହ ସେଠାରୁୁ ଦୌଡି ପଳାଉଛି । ସାପଟି ଧିରେ ଧିରେ ଅଗାକୁ ଯାଉଛି । ମାତ୍ର ସୌଭାଗ୍ୟବଶତଃ ଶିଶୁର କୌଣସି କ୍ଷତି ହୋଇ ନାହିଁ । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଅଗଷ୍ଟ ୧ରୁ ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା: ସୂର୍ଯ୍ୟ-ବୁଧ କରିବେ ଧନୀ,ମିଳିବ ରାଜା ଭଳି ସୁଖ..

- Advertisement -

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories