www.samajalive.in
Monday, December 8, 2025
24.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ମହୁ ଓ ଡାଲଚିନିର ସେବନ

ମହୁ ଓ ଡାଲଚିନିରେ ଥିବା ଔଷଧୀୟ ଗୁଣ ଥଣ୍ଡା ଓ କାଶରୁ ରକ୍ଷା କରେ। ଏଥିରେ ଆଣ୍ଟି-ଇଫ୍ଲେମେଣ୍ଟ୍ରୀ, ଆଣ୍ଟି-ବ୍ୟାକ୍ଟେରିଅଲ, ଆଣ୍ଟି-ଫଙ୍ଗଲ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହାକୁ ସେବନ କରିବା ଦ୍ବାରା ଥଣ୍ଡା, ଜ୍ବର ଓ କାଶ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଏ। ଏହାସହ ଶରୀର ସଂକ୍ରମଣ ହେବାରୁ ମଧ୍ୟ ରକ୍ଷା କରିଥାଏ। ମହୁ ଓ ଡାଲଚିନିର ବ୍ୟବହାର ଦ୍ବାରା ଛିଙ୍କ, ମୁଣ୍ଡବିନ୍ଧା ପରି ସମସ୍ୟା ଠାରୁ ମୁକ୍ତି ମିଳିଥାଏ।

ମହୁ ଓ ଡାଲଚିନିରେ ଆଣ୍ଟି-ବାଇରଲ ଗୁଣ ରହିଛି। ଏହା ଶରୀରକୁ ସଂକ୍ରମଣ ହେବାରୁ ରକ୍ଷା କରିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ବାରା ଥଣ୍ଡା, ଜ୍ବର ଓ କାଶରୁ ମୁକ୍ତି ମିଳିଥାଏ।

- Advertisement -

ମହୁ ଓ ଡାଲଚିନିରେ ଥିବା ଆଣ୍ଟି-ଇଫ୍ଲେମେଣ୍ଟ୍ରି ଗୁଣ ଥଣ୍ଡା, କାଶରୁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ। ଥଣ୍ଡା, କାଶ କାରଣରୁ ତଣ୍ଟି ଦରଜ, ମୁଣ୍ଡବିନ୍ଧା କଫ ସମସ୍ୟା ଇତ୍ୟାଦି ହୋଇଥାଏ। ମହୁ ଓ ଡାଲଚିନିର ସେବନ ଦ୍ବାରା ଏହି ସମସ୍ୟରୁ ମୁକ୍ତି ମିଳିଥାଏ। ଏହାସହ ଶରୀରକୁ ଫଙ୍ଗଲ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ।

ମହୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାସହ ଅନେକ ସଂକ୍ରମିତ ରୋଗରୁ ରକ୍ଷା କରିଥାଏ। ମହୁ ରକ୍ତକୁ ସ୍ବଚ୍ଛ କରିଥାଏ। ଏହାଦ୍ବାରା ମୁହଁରେ ଚମକ ଆସିଥାଏ। ଡାଲଚିନିରେ ଥିବା ଅନେକ ପ୍ରକାରର ପୋଷକ ତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଯାହାଦ୍ବାରା ଥଣ୍ଡାଜ୍ବରରୁ ମୁକ୍ତି ମିଳିଥାଏ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories