www.samajalive.in
Sunday, December 14, 2025
14.1 C
Bhubaneswar

ପୁଣି ଫେରିଲେ ‘ତୁଳସୀ ଭିରାନୀ’, ପ୍ରୋମୋରେ ସ୍ମୃତି ଇରାନୀଙ୍କ ପ୍ରଥମ ଲୁକ୍‌ ଦେଖି ଦର୍ଶକ ଉତ୍ସାହିତ

ସମାଜ ଡିଜିଟାଲ ଡେସ୍କ: ଟେଭି ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ବୋହୂ ତୁଳସୀ ଭିରାନୀ ପୁଣି ଥରେ ପରଦାକୁ ଫେରିଛନ୍ତି। ୨୫ ବର୍ଷ ପରେ ସ୍ମୃତି ଇରାନୀ ତାଙ୍କର ସବୁଠାରୁ ଲୋକପ୍ରିୟ ଚରିତ୍ରକୁ ଫେରୁଛନ୍ତି। ‘କିଉଁକି ଶାଶ୍‌ ଭି କଭି ବୋହୂ ଥି-୨’ ର ନିକଟରେ ରିଲିଜ୍ ହୋଇଥିବା ପ୍ରୋମୋ ଏବଂ ପ୍ରଥମ ଲୁକ୍ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି।

ହୃଦୟ ଜିତିଲା ତୁଳସୀ ଲୁକ୍‌:

- Advertisement -

ପ୍ରୋମୋରେ ତୁଳସୀ ଭିରାନୀଙ୍କ ଶୈଳୀରେ ସ୍ମୃତି ଇରାନୀଙ୍କୁ ପୁଣି ଥରେ ତୁଳସୀଙ୍କୁ ଜଳ ଅର୍ପଣ କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ପରେ ତାଙ୍କୁ ସମାନ ରୂପ ଓ ସମାନ ଢଙ୍ଗରେ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି। ନିର୍ମାତାଙ୍କ ଦ୍ୱାରା ଶେୟାର କରାଯାଇଥିବା ପ୍ରୋମୋରେ ସୂଚନା ଦିଆଯାଇଛି ଯେ, ଜୁଲାଇ ୨୯ରୁ ରାତି ୧୦:୩୦ରେ ପ୍ରସାରିତ ହେବ ଏହି ଶୋ’।

 

View this post on Instagram

 

A post shared by StarPlus (@starplus)


ଏଥର ‘କିଉଁକି ଶାଶ୍‌ ଭି କଭି ବୋହୂ ଥି-୨’ ଟିଭିରେ ନୁହେଁ, ବରଂ ଓଟିଟି ପ୍ଲାଟଫର୍ମ ଜିଓ ହଟଷ୍ଟାରରେ ପ୍ରସାରିତ ହେବ। ଦର୍ଶକମାନଙ୍କୁ ଆଉ ପ୍ରତି ସପ୍ତାହରେ ଟିଭି ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ବରଂ ସେମାନେ ଯେତେବେଳେ ଚାହିଁବେ ସେତେବେଳେ ଦେଖିପାରିବେ। ନିର୍ମାତାଙ୍କ ଏହି ନୂଆ ରଣନୀତିକୁ ବେଶ୍‌ ପ୍ରଶଂସା କରାଯାଉଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories