କଟକ : ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ଜେନାଙ୍କୁ ଦୈନିକ ‘ସମାଜ’ ଓ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ମୁଦ୍ରାକର ଓ ପ୍ରକାଶକ ଭାବେ ନିଯୁକ୍ତି ଦିଆଯାଇଛି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ସମାଜ’ର ନୂଆ ପରିଚାଳନା କମିଟି ବୈଠକରେ ଗୃହୀତ ନିଷ୍ପତ୍ତିକ୍ରମେ ଶ୍ରୀ ଜେନାଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି।
Popular Categories



