www.samajalive.in
Sunday, December 14, 2025
15.1 C
Bhubaneswar

କ୍ଷମା ମାଗିଲେ ସଞ୍ଜୟ ଭୋଳ, ହଟିଲା ବ୍ୟାନ୍

ଭୁବନେଶ୍ଵର: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଯାତ୍ରା ମହାବଳ ସଞ୍ଜୟ ଭୋଳଙ୍କୁ କ୍ଷମା କରିଛନ୍ତି ଗୁରୁ। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ​ରେ ନାଟକ ଲେଖାକୁ ନେଇ ସଞ୍ଜୟ ଭୋଳ ଛି ଛି କରିବାସହ କିଛି ଅପଶବ୍ଦ ପ୍ରୟୋଗ କରିଥିଲେ, ଯେଉଁଥିରେ ଖପ୍ପା ହୋଇ ଅପେରା ମାଷ୍ଟର ଅସୋସିଏସନ୍‌(ଓମା) ସଞ୍ଜୟଙ୍କୁ ବ୍ୟାନ୍‌ କରିଥିଲା। ଆଜି ଓମାର ବୈଠକରେ ସଞ୍ଜୟ ଯୋଗ ଦେଇ ନିଜେ କରିଥିବା ଭୁଲ୍‌କୁ ସ୍ଵୀକାର କରିବାସହ କ୍ଷମା ପ୍ରାର୍ଥନା କରିଥିଲେ। ଫଳରେ ଓମା ତାଙ୍କୁ କ୍ଷମା କରିବାସହ ବ୍ୟାନ୍‌ ହଟାଇ ଦେଇଛି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories