www.samajalive.in
Sunday, December 14, 2025
15.1 C
Bhubaneswar

ମଙ୍ଗଳବାର ରାଶିଫଳ: ଏହି ରାଶିରେ ବାଣିଜ୍ୟ କାରବାର ଲାଭଜନକ ହେବ

ମେଷ: କର୍ମକ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି। ତେଳାନ୍ବିତ ହୋଇ ଧର୍ମ କାର୍ଯ୍ୟ ଜାରି ରଖିପାରନ୍ତି । ସାଧାରଣ କ୍ଷେତ୍ରରେ ଜନବଲ୍ଲଭ ହେବେ । କୌଣସି କାରଣରୁ ହଇରାଣ ହେବେ ।

ବୃଷ: ସୁକୁମାର ରୂପରେ ଅଧିକାରୀ ହେବେ । ଲୋକଙ୍କ ନିକଟରେ ଅଧିକ ସ୍ନେହାସ୍ପବ ହେବେ । କୀର୍ତ୍ତିମାନ ହେବେ । ସମ୍ବର୍ଦ୍ଧିତ ହେବେ । ଆତ୍ମସନ୍ତୋଷ ଲାଭ କରିପାରନ୍ତି । ପଦୋନ୍ନତି ମିଳିବ । ଅର୍ଥଗମ ହେବ ।

- Advertisement -

ମିଥୁନ: ବାଣିଜ୍ୟ କାରବାର ଲାଭଜନକ ହେବ । ତେଣୁ ଆନନ୍ଦିତହୋଇ ଅଧିକ ଖର୍ଚ୍ଚ କରିପାରନ୍ତି । ଧନ, ଜନ, ଗୋପଲକ୍ଷ୍ମୀ ସବୁକିଛି ପ୍ରାପ୍ତିର ସୂଚନା ମିଳୁଛି । ମନ ପ୍ରଫୁଲ୍ଲ ରହିବ । ପରୋପକାରରେ ମନୋନିବେଶ କରିବେ ।

କର୍କଟ: ଅନ୍ଵେଷରେ ଶତ୍ରୁ ଉପରେ ବିଜୟ ହାସଲ କରିବେ । ଧନ ବୃଦ୍ଧି ଲାଭର ସୂଚନା ମିଳୁଛି । ମହାମାନୀର ମର୍ଯ୍ୟାଦା ପାଇବେ। ଆୟ ଆଶାନୁରୂପ ହେବ । ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି ।

ସିଂହ: ଜଣେ ବିବେକୀ ବ୍ୟକ୍ତିଭାବେ ସନ୍ମାର୍ଗୀ ହୋଇ ସୁଖ ଅନୁଭବ କରିପାରନ୍ତି । ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଉପୁଜିଥିବା ସମସ୍ତ କନ୍ମଷ ଦୂର ହେବ । ଆପଣଙ୍କ ଶ୍ରମ ସାର୍ଥକ ହେବ।

କନ୍ୟା: ଶତ୍ରୁମାନଙ୍କର ପ୍ରଣମ୍ୟ ହୋଇପାରନ୍ତି! ଭୋଗ ବିଲସ ପ୍ରିୟ ହେବା ଆଶା କରାଯାଏ। ଶୈର‌୍ୟ୍ୟଶାଳା ହେବେ। ସମ୍ମାନନୀୟ ବ୍ୟକ୍ତି ଓ ଉପଜାରୀ ବ୍ୟକ୍ତିଙ୍କ ନିକଟରେ କୃତ ହେବେ। ବୁଦ୍ଧିମାନ୍ ହେବେ ।

ତୁଳା : ଅର୍ଜନ କରିଥିବା ସମସ୍ତ ପୂଣ୍ୟ ଧୂଳିସାତ୍ ହେବାର ସୂଚନା ମିଳୁଛି । ଏପରି କାଯ୍ୟ ନକରନ୍ତି, ଯେଉଁଥିପାଇଁ କି ଦିପଦର ସମ୍ମୁଖୀନ ହେବେ । ଅର୍ଥାଭାବ ହୋଇପାରେ । କୁମିତ୍ର ଅର୍ଜନରେ ତତ୍ପର ହେବେ ।

ବିଛା: ବହୁ ଶାସ୍ତ୍ର ଉପରେ ପର‌୍ୟ୍ୟବସିତ କାର‌୍ୟ୍ୟକରି ଢେର ସୁନାମ ଅର୍ଜନ କରିବେ । । ବହୁ ମିତ୍ରାର୍ଜନରେ ତତ୍ପର ହୋଇପାରନ୍ତି । ମନୋଜ୍ଞ ହେବେ । ଶୁଭକାର‌୍ୟ୍ୟରେ ସହଯୋଗ କରିବେ । ସଦାସର୍ବଦା ଉଚ୍ଚାୟନ ମିଳିବ ।

ଧନୁ: ସାମାନ୍ୟ ଶାରୀରିକ ପୀଡ଼ା ଅନୁଭଟ କରିପାରନ୍ତି । ଅନୁଗୃହୀତ ହୋଇପାରନ୍ତି । ଘରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ ଓ କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି ।

ମକର: ନିଃସର୍ଗ ସୁଖର ଅଧିକାରୀ ହୋଇପାରନ୍ତି । ପ୍ରଭାବଶାଳୀ ହେବା ଆଶା କରାଯାଏ । ସଦାସର୍ବଦା ତପ ଆଚରଣ କରିବାକୁ ଉଦ୍ୟମ କରିବେ । ଶାସ୍ତ୍ରନୁମୋଦ୍ଖଚ୍ଛ କାର୍ଯ୍ୟକରି ବିଚକ୍ଷଣ କୁଟନୀତିଜ୍ଞ ହୋଇପାରନ୍ତି ।

କୁମ୍ଭ: ସୁବକ୍ତା ହୋଇପାରନ୍ତି । କୃପାନିଧନ ହେବାର ସୂଚନା ମିଳୁଛି । ଶ୍ରେଷ୍ଠାସନରେ ଆସୀନ ହେବାର ସୂଚନା ମିଳୁଛି । ଦେବ ଓ ଗୁରୁଙ୍କ ପ୍ରତି ଭକ୍ତିଭାବ ଓ ଅନୁରକ୍ତି ରହିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।

ମୀନ: ବିଳାସବ୍ୟସନ କରିପାରନ୍ତି । ଯାହାଫଳରେ ଅନଟନଜନିତ ଦୁଃଖ ଅନୁଭବ କରିପାରନ୍ତି । ମାତ୍ର ଦିବ୍ୟ ଭୋଜନରେ ଆପ୍ୟାୟତି ହେବେ । ଦାମ୍ପତ୍ୟ ସୁଖ ମିଳିବ । ସୁସ୍ଥ ଓ ନିରାମୟ ରହିବେ ।

 

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories