www.samajalive.in
Saturday, December 6, 2025
15.1 C
Bhubaneswar

ବାହୁଡା ପୂର୍ବରୁ ମୁକ୍ତିଲାଭ କରିବ ସିନେମା ‘ଶ୍ରୀଜଗନ୍ନାଥଙ୍କ ନବକଳେବର’

ଭୁବନେଶ୍ୱର:  ରୁପେଲି ପରଦାରେ ପ୍ରଦର୍ଶିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର । ସିନେମା ମାଧ୍ୟମରେ ଦର୍ଶକ ଦେଖିବେ ଜାଗାର ଅଲୌକିକ ନୀତିକାନ୍ତି। ଯୋଡ଼ା ଆଷାଢ଼ ପଡିଲେ ପରିବର୍ତ୍ତନ ହୁଏ ମହାପ୍ରଭୁ ଜଗନ୍ନାଥଙ୍କ ଘଟ। କ’ଣ ପାଇଁ ପଡିଲା ନବକଳେବରର ଆବଶ୍ୟକତା ଓ କେବେ ଆରମ୍ଭ ହୋଇଥିଲା ନବକଳେବର, ତାହା ହିଁ ଏ କାହାଣୀର ମୁଖ୍ୟ କଥାବସ୍ତୁ।

ଜଗନାଥଙ୍କ ମୂର୍ତ୍ତିକୁ ଦାରୁମୁର୍ତ୍ତି କୁହାଯାଏ। ଦାରୁମୁର୍ତି ନଷ୍ଟ ହେବାର ସମ୍ଭାବନା ଥାଏ। କଳାପାହାଡ଼ ଆକ୍ରମଣ ସମୟରେ ଜଗନ୍ନାଥଙ୍କ ବିଗ୍ରହକୁ ନେଇ ଗଙ୍ଗାନଦୀ କୂଳରେ ନିଆଁ ଲଗାଇ ପୋତି ଦିଆଯାଇଥିଲା। ଯେତେବେଳେ ଦାରୁମୁର୍ତି ନଷ୍ଟ ହେବାର ପ୍ରଶ୍ନ ଉଠିଲା ସେତେବେଳେ ଆରମ୍ଭ ହୋଇଥିଲା ନବକଳେବର। ୧୫୭୫ ମସିହାରେ ପ୍ରଥମ ଗଜପତି ରାମଚନ୍ଦ୍ର ଦେବଙ୍କ ସମୟରେ ହୋଇଥିଲା ପ୍ରଥମ ନବକଳେବର। ମହାପ୍ରଭୁ ମାନବୀୟ ଲୀଳା କରନ୍ତି। ବିଶ୍ଵବ୍ୟାପୀ ଜଗନ୍ନାଥଙ୍କ ପ୍ରଚାର ପ୍ରସାରକୁ ନେଇ ଆମେ ,”ଶ୍ରୀ ଜଗନ୍ନାଥଙ୍କ ନବକଳେବର” ସିନେମା ଯୋଜନା କରିଛୁ, କହିଛନ୍ତି ପ୍ରଯୋଜକ ତଥା ନିର୍ଦ୍ଦେଶକ ବିନି ସାମଲ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories