www.samajalive.in
Saturday, December 6, 2025
23.1 C
Bhubaneswar

ଗିନିଜ୍‌ ରେକର୍ଡରେ ଭାରତୀୟ ବଂଶୋଦ୍ଭବ ରେସ୍ତୋରାଁ ମାଲିକ

ନୂଆଦିଲ୍ଲୀ: ଭାରତରେ ଜନ୍ମିତ ବ୍ରିଟିଶ ରେସ୍ତୋରାଁ ମାଲିକ ଆସ୍‌ମା ଖାନ୍‌ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସରେ ନିଜ ନାମ ଲିପିବଦ୍ଧ କରିଛନ୍ତି। ୧୯୫ ଦେଶର ମହିଳାଙ୍କୁ ନେଇ ପ୍ରସ୍ତୁତ ଏକ ଗୀତରେ ଆସ୍‌ମା କଣ୍ଠଦାନ କରିଛନ୍ତି। ଲିଙ୍ଗଗତ ସମାନତା ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ଜୀବନଶୈଳୀକୁ ଉନ୍ନତ କରିବାକୁ ଏଭଳି ଗୀତ ପ୍ରସ୍ତୁତ କରାଯାଇଛି। ଲଣ୍ଡନସ୍ଥିତ ପ୍ରସିଦ୍ଧ ‘ଦାର୍ଜିଲିଂ ଏକ୍ସପ୍ରେସ’ର ମାଲିକାଣୀ ହେଉଛନ୍ତି ଆସ୍‌ମା। ୨୦୨୪ରେ ଆମେରିକାର ଟାଇମ ପତ୍ରିକା ତାଙ୍କୁ ବିଶ୍ବର ୧୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ କରିଥିଲା।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories