www.samajalive.in
Saturday, December 6, 2025
16.1 C
Bhubaneswar

ମହୁମାଛି ଆକ୍ରମଣରେ ୧୫ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ଝୁମ୍ପୁରା: ସାବିତ୍ରୀ ବ୍ରତ ଅବସରରେ ମହିଳାମାନେ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ମନ୍ଦିରକୁ ପୂଜା କରିବା ପାଇଁ ଯାଉଥିବା ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝୁମ୍ପୁରା ବ୍ଲକ ଗଣ୍ଡବରେଇ ଗ୍ରାମରେ। ଗ୍ରାମର ରହିଥିବା ମନ୍ଦିର ନିକଟରେ ପାଣି ଟ୍ୟାଙ୍କି ରହିଛି। ଏହି ପାଣି ଟାଙ୍କି ନିକଟରେ ଥିବା ମହୁମାଛି ବସାରୁ କିଛି ମହୁମାଛି ଆସି ମନ୍ଦିରକୁ ପୂଜା କରିବା ପାଇଁ ଆସିଥିବା ଲୋକମାନଙ୍କୁ ଆକ୍ରମଣ କରିଥିଲେ। ମହୁ ମାଛି ଆକ୍ରମଣରେ ମନ୍ଦିର ପୂଜକ ଭାଷ୍କର ନନା ସମେତ ବହୁ ସଂଖ୍ୟକ ମହିଳା ପୁରୁଷ ଆକ୍ରମଣର ଶିକାର ହୋଇଛନ୍ତି। ପ୍ରଥମେ ମହୁମାଛି ଆକ୍ରମଣରେ ଆକ୍ରାନ୍ତ ହୋଇଥିବା ଜୟନ୍ତୀ ମହାନ୍ତ, ଲଳିତା ନାଏକ, ଲିଲିରାଣୀ ଦେହୁରୀ, କବିତା ନାଏକ, ଡାଳିମ୍ବ ନାଏକ, ରବିନ୍ଦ୍ର କୁମାର ମହାନ୍ତ, ଜେମା ମୁଣ୍ଡା, ରିତିକ କୁମାର ମହାନ୍ତ, କ୍ଷିରୋଦତ ମହାନ୍ତ, ଭାଗ୍ୟ ଶ୍ରୀ ଲୁହାରଙ୍କ ସମେତ ଅନ୍ୟ ମହିଳା ମାନେ ଆହତ ହୋଇଛନ୍ତି। ମହୁମାଛି ଆକ୍ରମଣରେ ଆହତଙ୍କୁ ପ୍ରଥମେ ଉଖୁଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି।

୧୮ ବର୍ଷ ପରେ ମଙ୍ଗଳ-କେତୁଙ୍କ ଶକ୍ତିଶାଳୀ ଯୋଗ; ଜୁନ୍‌ରେ ଏହି ରାଶି ହେବେ ଧନୀ, ବଢିବ ଦରମା, ମିଳିବ ସବୁଥିରେ ସଫଳତା

ବହୁତ ଶସ୍ତାରେ କିଣି ପାରିବେ ଓପୋର ଏହି ଜବରଦସ୍ତ ଫିଚର୍‌ ଥିବା ୫ଜି ସ୍ମାର୍ଟଫୋନ୍‌

- Advertisement -

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories