ବହୁତ ଶସ୍ତାରେ କିଣି ପାରିବେ ଓପୋର ଏହି ଜବରଦସ୍ତ ଫିଚର୍‌ ଥିବା ୫ଜି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ : ଓପୋ ଗତ କିଛି ଦିନ ପୂର୍ବରୁ ବଜେଟ୍‌କୁ ସୁହାଇବା ଭଳି ୫ଜି ସ୍ମାର୍ଟଫୋନ୍‌ ଭାରତରେ ଲଞ୍ଚ କରିଛି। ଏହି ଫୋନ୍‌ର ସେଲ୍‌ ଇ-କମର୍ସ ୱେବସାଇଟ୍‌ ଆମାଜନ୍‌, ଫ୍ଲିପକାର୍ଟ ଓ କମ୍ପାନୀର ଅଧିକାରୀ ଷ୍ଟୋର୍‌ରେ ଆରମ୍ଭ ହୋଇ ସାରିଛି । ଏହି ଫୋନ୍‌ ଆପଣଙ୍କୁ ୧୨,୦୦୦ ଟଙ୍କାରୁ ବି କମ୍‌ ଦାମ୍‌ରେ ମିଳି ଯିବ । ଓପୋ ଏହି ସ୍ମାର୍ଟଫୋନ୍‌କୁ ଏ୫ ସିରିଜ୍‌ର ସବୁଠାରୁ ଉନ୍ନତ ଫୋନ୍‌ ଭାବରେ ଲଞ୍ଚ କରିଛି । ଫୋନ୍‌ରେ ୬,୦୦୦ … Continue reading ବହୁତ ଶସ୍ତାରେ କିଣି ପାରିବେ ଓପୋର ଏହି ଜବରଦସ୍ତ ଫିଚର୍‌ ଥିବା ୫ଜି ସ୍ମାର୍ଟଫୋନ୍‌