www.samajalive.in
Saturday, December 6, 2025
14.1 C
Bhubaneswar

୧୮ ବର୍ଷ ପରେ ମଙ୍ଗଳ-କେତୁଙ୍କ ଶକ୍ତିଶାଳୀ ଯୋଗ; ଜୁନ୍‌ରେ ଏହି ରାଶି ହେବେ ଧନୀ, ବଢିବ ଦରମା, ମିଳିବ ସବୁଥିରେ ସଫଳତା

ମଙ୍ଗଳ ଗ୍ରହଙ୍କ ଆକାର ବିଶାଳ ବୋଲି କୁହାଯାଏ । ସେହିପରି କେତୁଙ୍କୁ ଛାୟା ଗ୍ରହ ବୋଲି କୁହାଯାଏ । ଅନ୍ୟ ଗ୍ରହଙ୍କ ଭଳି କେତୁ-ମଙ୍ଗଳ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି ପରିବର୍ତ୍ତନ କରି ଥାନ୍ତି । କିଛି ଦିନରେ ଏହି ୨ଟି ଗ୍ରହ ଏକାଠି ହୋଇ ଶକ୍ତିଶାଳୀ ଯୋଗ ସୃଷ୍ଟି କରିବେ । ଏହି ଗ୍ରହ ୭ ଜୁନ୍‌ରେ ସିଂହ ରାଶିରେ ପ୍ରବେଶ କରିବେ । ଏହି ରାଶିରେ ପୂର୍ବରୁ ହିଁ କେତୁ ଅଛନ୍ତି । ଉଭୟ ଏକାଠି ହୋଇ ଶକ୍ତିଶାଳୀ ଯୋଗ ସୃଷ୍ଟି କରିବେ । ଏହାର ପ୍ରଭାବରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ହଠାତ୍‌ ପରିବର୍ତ୍ତନ ହେବ । ଏମାନଙ୍କୁ ଚାକିରିରେ ପଦନ୍ନୋତି, ଦରମା ବୃଦ୍ଧି ସହ ସୁଖସମୃଦ୍ଧି ବୃଦ୍ଧି ହେବ । ଜାଣନ୍ତୁ ଭାଗ୍ୟଶାଳୀ ରାଶି ବିଷୟରେ..

ବୃଷ- ମଙ୍ଗଳ ଓ କେତୁ ଏକାଠି ହେବା ପରେ ଏହି ରାଶିଙ୍କୁ ଶୁଭଫଳ ମିଳିବ । ପୁରୁଣା ଟଙ୍କା ନିବେଶରୁ ଲାଭବାନ୍‌ ହେବେ । ବ୍ୟବସାୟରେ ଉନ୍ନତି ହେବ । ନୂଆ କାମ ଆରମ୍ଭ କରିବେ । ଧାର୍ମିକ ଯାତ୍ରାର ଯୋଗ ରହିଛି । କର୍ମକ୍ଷେତ୍ରରେ ସଫଳତା ସହ ହଠାତ୍‌ ଧନ ପ୍ରାପ୍ତି ହେବ ।

- Advertisement -

ମିଥୁନ- ବ୍ୟବସାୟରେ ଉନ୍ନତି ହେବ । ସାହସ ଓ ପରାକ୍ରମ ବୃଦ୍ଧି ପାଇବ । ମାନ-ସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଦାୟିତ୍ୱ ମିଳିବ । ଆୟରେ ବୃଦ୍ଧି ହେବ । ପରିବାର ସହ ଭ୍ରମଣର ଯୋଗ ରହିଛି ।

ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଲା ବିଏସଏନଏଲ୍‌ : ମାତ୍ର ଏତିକି ଟଙ୍କାରେ ମିଳିବ ଡାଟା ସହ ସବୁ ସୁବିଧା..

ବିଛା- କର୍ମକ୍ଷେତ୍ରରେ ବଡ ଲାଭ ମିଳିବ । ପରିଶ୍ରମର ଫଳ ମିଳିବ । ଚାକିରିରେ ପଦନ୍ନୋତି ସହ ଦରମା ବୃଦ୍ଧି ହେବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଜୀବନ ସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories