www.samajalive.in
Saturday, December 6, 2025
15.1 C
Bhubaneswar

ଆଉ ମଞ୍ଚରେ ଦେଖା ଯିବେନି ଅଭିନେତ୍ରୀ ନମିତା

ଭୁବନେଶ୍ୱର : କିଛି ଦିନ ହେବ ଯାତ୍ରା ଜଗତରେ କଳାକାରଙ୍କ ମଧ୍ୟରେ ଅନେକ ବିବାଦ ଦେଖାଯାଇଛି । ଏବେ ଆଉ ଏକ ଖବର ଶନିବାର ସାମ୍ନାକୁ ଆସିଛି । ଆଉ ମଞ୍ଚରେ ଦେଖା ଯିବେନି ନମିତା ଭୁୟାଁ । ଓଡିଶା ଯାତ୍ରା ଜଗତର ଜଣାଶୁଣା ଅଭିନେତ୍ରୀ ନମିତା ଭୁୟାଁ ଯାତ୍ରା ଛାଡିବା ନେଇ ଚର୍ଚ୍ଚା ହେଉଛିା ସେ ବର୍ତ୍ତମାନ ଅପେରା ସ୍ଵପ୍ନ ମହଲରେ ଥିବାବେଳେ ଆସନ୍ତା ଯାତ୍ରା ସିଜିନ୍ ପାଇଁ ସ୍ଵପ୍ନ ମହଲ ପାଇଁ ଚୁକ୍ତି ବଦ୍ଧ ହୋଇଥିଲୋ ତେବେ ପରବର୍ତ୍ତୀ ସମୟରେ ସେ ଆଡଭାନ୍ସ ଟଙ୍କା ଫେରାଇ ଦେଇଥିବା ସୂଚନା ମିଳିଛି। ସୂଚନା ଥାଉକି ଆସନ୍ତା ଯାତ୍ରା ରୁତୁ ପାଇଁ ନମିତାଙ୍କୁ ସମ୍ପାଦକ ଭାବେ ଓଡ଼ିଶା ଯାତ୍ରା କଳାକାର ସଂଘ ମନୋନୀତ କରିଥିଲା। କେଉଁ କାରଣ ପାଇଁ ସେ ଯାତ୍ରା ଛାଡୁଛନ୍ତି ତାହା ସ୍ପଷ୍ଟ ହୋଇନି।

ଜୁନ୍‌ରେ ଗ୍ରହଙ୍କ ବଡ ସଂଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ଗାଡି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories