www.samajalive.in
Saturday, December 6, 2025
15.1 C
Bhubaneswar

ପୁଲୱାମା ଆତଙ୍କବାଦୀ ଆକ୍ରମଣ ; ସହିଦ ଯବାନଙ୍କ ପରିବାରକୁ ଆଇପିଏସ୍ ସଂଘର ସହାୟତା

ଭୁୁବନେଶ୍ୱର : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ପରିବାରକୁ ସହାୟତା ଓ ସମବେଦନାର ହାତ ବଢାଇଛି ଆଇପିଏସ୍ ସଂଘ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ସହିଦ ଯବାନଙ୍କ ପରିବାରକୁ ଆଇପିଏସ ସଂଘ ଦିନକର ଦରମା ଦାନ କରିବାକୁ ନିଷ୍ପତ୍ତି ନେଇଛି । ସିଆରପିଏଫ କଲ୍ୟାଣ ପାଣ୍ଠିକୁ ଏହି ଅର୍ଥ ଦାନ କରାଯିବ ବୋଲି କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories