www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ; ନଦୀ ଭିତରକୁ ଯାଇ କୁମ୍ଭୀର ସହ ନାଚିଲେ, ତା’ପରେ.. 

ନୂଆଦିଲ୍ଲୀ : କୁମ୍ଭୀର ପାଣିର ସବୁଠାରୁ ଭୟଙ୍କର ଶିକାରୀ ବୋଲି କୁହାଯାଏ । ମାତ୍ର ଚିନ୍ତା କରନ୍ତୁ ଯଦି ନଦୀ ଭିତରେ କୌଣସି ବ୍ୟକ୍ତି କୁମ୍ଭୀରକୁ ଧରି ନାଚନ୍ତି, ତେବେ କ’ଣ ହେବ । ଏହା ଶୁଣିଲେ ହିଁ ଆଶ୍ଚର୍ଯ୍ୟ ଲାଗୁଛି । ମାତ୍ର ନିକଟରେ ସୋସିଆଲ ମିଡିଆରେ ହୋସ୍‌ ଉଡାଇବା ଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଯାହାର କେହି କେବେ କଳ୍ପନା ମଧ୍ୟ କରି ନଥିବେ ।


ଭିଡିଓର ଆରମ୍ଭରେ ଦେଖିପାରିବେ, ବ୍ୟକ୍ତି ଜଣକ ନଦୀରେ ପାଣି ଭିତରେ ଖୁବ୍‌ ମଜା ନେଉଛନ୍ତି । ସେହି ସମୟରେ ବ୍ୟକ୍ତି ଜଣକ ପାଣିରେ ଏକ କୁମ୍ଭୀର ଥିବା ଦେଖୁଛନ୍ତି । ବ୍ୟକ୍ତି ଜଣକ ଆଦୌ ଭୟ ନକରି କୁମ୍ଭୀରକୁ ଧରି ନାଚିବାକୁ ଲାଗୁଛନ୍ତି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଦୀର୍ଘ ୧୮ ବର୍ଷ ପରେ ଜୁନ୍‌ରେ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କୁ ଧନୀ କରିବାକୁ ଆସୁଛନ୍ତି ଶୁକ୍ର, ମଙ୍ଗଳ, ଧନର ହେବ ବର୍ଷା, ବଢିବ ଦରମା, ହେବ ବିବାହ, ସବୁଥିରେ ମିଳିବ ସଫଳତା..

- Advertisement -

ମାତ୍ର ୬୦ ମିନିଟ୍‌ରେ ଡ୍ରୋନ୍‌ରେ ଆସି ଘରେ ପହଞ୍ଚିବ ସ୍ମାର୍ଟଫୋନ୍‌; ଆମାଜନ୍‌ ଆରମ୍ଭ କଲା ସେବା

ଖୁବ୍‌ ଶୀଘ୍ର.. ୪୭ ବର୍ଷ ବୟସରେ ବିବାହ କରିବେ ଏହି ସାଉଥ୍‌ ସୁପରଷ୍ଟାର, ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ

ଭିଡିଓରେ ଦେଖନ୍ତୁ ; ରାଜଧାନୀରେ ଝଡ ତୋଫାନର ତାଣ୍ଡବ, ୭ ମୃତ, ମହିଳାଙ୍କ ବେକରୁ ଅଲଗା ହେଲା ମୁଣ୍ଡ, ଉପୁଡିଲା ଗଛ

 

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories