ଖୁବ୍ ଶୀଘ୍ର.. ୪୭ ବର୍ଷ ବୟସରେ ବିବାହ କରିବେ ଏହି ସାଉଥ୍ ସୁପରଷ୍ଟାର, ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ
ମୁମ୍ବାଇ : ସାତ ଜନ୍ମର ସାଥୀ ହେବେ ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ । ଦୁହେଁ ବହୁତ ଦିନ ଧରି ଏକାଠି ଅଛନ୍ତି ଏବଂ ଏବେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ପ୍ରଶଂସକ ଏବଂ ବନ୍ଧୁମାନଙ୍କଠାରୁ ତାଙ୍କୁ ଅନେକ ଶୁଭେଚ୍ଛା ମିଳୁଛି। ସେହି ଅଭିନେତା ଓ ଅଭିନେତ୍ରୀ ହେଉଛନ୍ତି ସାଉଥ୍ ସିନେମାର ସୁପରଷ୍ଟାର ବିଶାଲ ଏବଂ ଅଭିନେତ୍ରୀ ସାଇ ଧନଶିକା । ଉଭୟ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ … Continue reading ଖୁବ୍ ଶୀଘ୍ର.. ୪୭ ବର୍ଷ ବୟସରେ ବିବାହ କରିବେ ଏହି ସାଉଥ୍ ସୁପରଷ୍ଟାର, ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ
Copy and paste this URL into your WordPress site to embed
Copy and paste this code into your site to embed