www.samajalive.in
Sunday, December 14, 2025
15.1 C
Bhubaneswar

ମାତ୍ର ୨ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ : ଏହି ରାଶିଙ୍କୁ କୋଟିପତି କରିବେ ସୂର୍ଯ୍ୟ-ବୁଧ, ହେବେ ମାଲାମାଲ୍‌, ହେବ ବିବାହ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଦ୍ଧାଦିତ୍ୟ ଯୋଗକୁ ଅତ୍ୟନ୍ତ ଶୁଭ ଯୋଗ କୁହାଯାଏ । ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଧନ, ସଫଳତା, ବୁଦ୍ଧି, ଲୋକପ୍ରିୟତା ମିଳିଥାଏ । ଖୁବ୍‌ ଶୀଘ୍ର ବୃଷ ରାଶିରେ ବୁଦ୍ଧାଦିତ୍ୟ ରାଜଯୋଗ ହେବାକୁ ଯାଉଛି । ସମସ୍ତ ରାଶିରେ ଏହାର ପ୍ରଭାବ ପଡିଲେ ମଧ୍ୟ କିଛି ରାଶି ଭାଗ୍ୟଶାଳୀ ହେବ ।

ସୂର୍ଯ୍ୟ ଚଳନ କରି ବୃଷ ରାଶିରେ ଅଛନ୍ତି, ୨୩ ମେ’ରେ ବୁଧ ଚଳନ କରି ବୃଷ ରାଶିରେ ପ୍ରବେଶ କରିବେ । ବୃଷ ରାଶିରେ ବୁଧ ଓ ସୂର୍ଯ୍ୟ ଏକାଠି ହେବେ । ସୂର୍ଯ୍ୟ-ବୁଧ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହୋଇଥାଏ । ଏହା ଅତ୍ୟନ୍ତ ଶୁଭ ଯୋଗ । ବୃଷ ରାଶିର ସ୍ୱାମୀ ଶୁକ୍ର ଗ୍ରହ ଓ ବୁଧ ଗ୍ରହଙ୍କ ମିତ୍ର । ଜାଣନ୍ତୁ ଏହି ଯୋଗ ଫଳରେ କେଉଁ କେଉଁ ରାଶିଙ୍କର ଚାକିରିରେ ପଦନ୍ନୋତି, ଧନ ଲାଭ, ସଫଳତା ଓ ସୁଖସମୃଦ୍ଧି ପ୍ରାପ୍ତି ହେବ । ଜାଣନ୍ତୁ..

- Advertisement -

ମେଷ- ଏହି ରାଶିଙ୍କୁ ଅତ୍ୟନ୍ତ ଲାଭ ମିଳିବ । ପରିବାରରେ ଥିବା ସମସ୍ୟା ଦୂର ହେବ । ଧନ ରୋଜଗାର ପାଇଁ ନୂଆ ନୂଆ ସୁଯୋଗ ମିଳିବ । ଅଟକି ଥିବା ଧନ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ ।

କର୍କଟ- ଅନେକ ସକରାତ୍ମକ ଫଳ ପ୍ରାପ୍ତି ହେବ । ଅନେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଅନେକ ଦିନର ଇଚ୍ଛା ପୂରଣ ହେବ ।

କନ୍ୟା- ସମ୍ପର୍କରେ ମଧୁରତା ରହିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ଶିକ୍ଷା ଓ ଆଇନ କ୍ଷେତ୍ରରେ ବିଶେଷ ଲାଭ ମିଳିବ । କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ ।

କୁମ୍ଭ- ବଡ ଲାଭ ମିଳିବ । ବ୍ୟବସାୟରେ ପରିଶ୍ରମ କରି ସଫଳତା ହାସଲ କରିବେ । ଅଟକି ଥିବା କାମ ପୂରଣ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମୀନ- ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ଯାତ୍ରାର ଯୋଗ ରହିଛି । ସହକର୍ମୀଙ୍କ ସହଯୋଗ ମିଳିବ । ଧନ ଲାଭ ହେବ ।

‘ରଖେ ହରି ତ ମାରେ କିଏ’ ; ଦେଖନ୍ତୁ ଭିଡିଓ, ଟ୍ରକ୍‌ ଚକ ତଳୁ କେମିତି ବଞ୍ଚିଲା ମହିଳାଙ୍କ ଜୀବନ

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories