ସମାଜ ଡିଜିଟାଲ ଡେସ୍କ: ପୁରୀରୁ ହାଟିଆ ମଧ୍ୟରେ ଚଳାଚଳ କରୁଥିବା ଏକ୍ସପ୍ରେସକୁ ପଥର ମାଡ ହୋଇଥିବା ସୂଚନା ମିଳିଛି । ଶନିବାର ରେଙ୍ଗାଲି ଓ ଝାରସୁଗୁଡା ମଝିରେ ଟ୍ରେନ ଯାଉଥିବା ବେଳେ ପଥର ମାଡ ହୋଇଥିଲା । ଫଳରେ ଟ୍ରେନର କାଚ ଭାଙ୍ଗିବା ସହ କାଚଗୁଣ୍ଡ ଯାତ୍ରୀଙ୍କ ଉପରେ ପଡିଥିଲା । ଏଥିରେ କୌଣସି ଯାତ୍ରୀଙ୍କର କିଛି ହୋଇନାହିଁ । ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ।
Popular Categories



