www.samajalive.in
Saturday, December 13, 2025
26.1 C
Bhubaneswar

ବଜ୍ରାଘାତରେ ୩ ମୃତ

କୋରାପୁଟୁ : ବଜ୍ରାଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ । ପଟାଙ୍ଗୀ ବ୍ଲକ ଅମ୍ପାବାଲି ପଞ୍ଚାୟତ କନ୍ଧପୁଟାବନ୍ଧ ଗାଁରେ ବଜ୍ରପାତ ଘଟି ଏହି ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ପୁରୁଷ ଓ ଶିଶୁ ଥିବା ଜଣାପଡିଛି। ଖବର ପାଇ ପୁଲିସ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମହାଚଳନ ; ଶୁକ୍ର କରିବେ ଏହି ରାଶିଙ୍କୁ ମାଲାମାଲ୍‌, ହଠାତ୍‌ ହେବେ ଧନୀ, ହେବ ବିବାହ, କିଣିବେ ଘର, ଗାଡି..

ଆକର୍ଷଣୀୟ ଲୁକ୍‌ ସହ ମୋଟୋରୋଲା ଆଣିଲା ଏହି ଫୋନ୍‌, ଜାଣନ୍ତୁ ଦାମ୍‌ ଓ ଫିଚର..

- Advertisement -

ଭୂତ ଫିଲ୍ମର ଦୃଶ୍ୟରୁ କମ୍‌ ନୁହେଁ; ଦେଖନ୍ତୁ ଭିଡିଓ, ରେସ୍ତୋରାଁରେ ଖାଉଥିଲେ ଲୋକେ, ହଠାତ୍‌ ହେଲା ଏମିତି..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories