www.samajalive.in
Friday, December 5, 2025
26.1 C
Bhubaneswar

ମହାଚଳନ ; ଶୁକ୍ର କରିବେ ଏହି ରାଶିଙ୍କୁ ମାଲାମାଲ୍‌, ହଠାତ୍‌ ହେବେ ଧନୀ, ହେବ ବିବାହ, କିଣିବେ ଘର, ଗାଡି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ପ୍ରାୟ ୧ ମାସରେ ଚଳନ କରି ଥାନ୍ତି । ଏହାସହ ଅନ୍ୟ ଗ୍ରହ ସହ ଏକାଠି ହୋଇ ଶୁଭ ଯୋଗ ମଧ୍ୟ ସୃଷ୍ଟି କରି ଥାନ୍ତି । ଶୁକ୍ର ଗ୍ରହ ୩୧ ମେ’ରେ ମେଷ ରାଶିରେ ଚଳନ କରିବେ। ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍‌ ହେବେ। ଏମାନଙ୍କ ବୈବାହିକ ଜୀବନ ମଧ୍ୟ ସୁଖମୟ ହେବ। ଜାଣନ୍ତୁ..

ମେଷ- ଏହି ରାଶିଙ୍କୁ ହଠାତ୍‌ ଧନ ପ୍ରାପ୍ତି ହେବ। ନୂଆ ବ୍ୟବସାୟ ଆରମ୍ଭ ହେବ। ଅଟକି ଥିବା ଧନ ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ନୂଆ କାମ ଆରମ୍ଭ କରିବା ସହ ଆୟରେ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ।ଘର, ଗାଡି କିଣିବାର ଯୋଗ ରହିଛି ।

- Advertisement -

ସିଂହ- ଏହି ରାଶିଙ୍କୁ ଭାଗ୍ୟର ସାଥ୍‌ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଧନ -ସମ୍ପତ୍ତି ବୃଦ୍ଧି ହେବ । ବୈବାହିକ ଜୀବନ ସୁଖମୟ ହେବ। ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ । ସମ୍ପର୍କ ମଜଭୁତ ହେବ ।

ତୁଳା- ଏହି ରାଶିଙ୍କୁ ଶୁଭଫଳ ମିଳିବ। ବୈବାହିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ । ହଠାତ୍‌ ଧନ ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଭାଗ୍ୟର ସାଥ୍‌ ମିଳିବ ।

ଭୋଜି ଖାଇବୁ ମାନେ ଖାଇବୁ.. ଦେଖନ୍ତୁ ଭିଡିଓ; ବିବାହ ଭୋଜି ବେଳେ ହଠାତ୍‌ ବର୍ଷା ହେବା ପରେ ଲୋକେ କଲେ ଏମିତି..

 

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories