ଭୂତ ଫିଲ୍ମର ଦୃଶ୍ୟରୁ କମ୍ ନୁହେଁ; ଦେଖନ୍ତୁ ଭିଡିଓ, ରେସ୍ତୋରାଁରେ ଖାଉଥିଲେ ଲୋକେ, ହଠାତ୍ ହେଲା ଏମିତି..
ନୂଆଦିଲ୍ଲୀ : ଥାଇଲ୍ୟାଣ୍ଡର ଏକ ରେସ୍ତୋରାଁରେ ଗ୍ରାହକମାନେ ଖାଦ୍ୟର ମଜା ନେଉଥିବା ସମୟରେ ଏପରି କିଛି ଘଟିଥିଲା, ଯାହା ସଭିଁଙ୍କୁ ଭୟଭୀତ କରିବା ସହ ହୋସ୍ ଉଡାଇ ଦେଇଥିଲା । ଭିଡିଓଟି ଏବେ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଭିଡିଓଟି ବ୍ୟାଙ୍ଗକକ୍ର ଏକ ସ୍ଥାନୀୟ ରେସ୍ତୋରାଁର ବୋଲି ଜଣାପଡିଛି। ଭିଡିଓରେ ଦେଖିପାରିବେ, ରୋସ୍ତାରାଁରେ ଲୋକେ ବସି ଆରାମରେ ଖାଦ୍ୟର ମଜା ନେଉଛନ୍ତି … Continue reading ଭୂତ ଫିଲ୍ମର ଦୃଶ୍ୟରୁ କମ୍ ନୁହେଁ; ଦେଖନ୍ତୁ ଭିଡିଓ, ରେସ୍ତୋରାଁରେ ଖାଉଥିଲେ ଲୋକେ, ହଠାତ୍ ହେଲା ଏମିତି..
Copy and paste this URL into your WordPress site to embed
Copy and paste this code into your site to embed