ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି । ପୁଣି କମିଲା ସୁନା ଦର । ମେ’୧୪ ବୁଧବାର ସୁନା ଦର କମିଛି ।
୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୬,୦୬୦ ଟଙ୍କା ରହିଛି । ଗତକାଲି ୯୬,୬୦୦ ଟଙ୍କା ଥିଲା । ଏଥିରେ ୫୪୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୮୮,୦୫୦ ଟଙ୍କା ରହିଛି । ଗତକାଲି ଏହା ୮୮,୫୫୦ ଥିଲା । ଏଥିରେ ୫୦୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୨,୦୪୦ ଟଙ୍କା ରହିଛି । ଗତକାଲି ୭୨,୪୫୦ ଟଙ୍କା ଥିଲା । ଏଥିରେ ୪୧୦ ଟଙ୍କା ହ୍ରାସ ହୋଇଛି ।
ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୯୦୦ ରହିଛି । ଗତକାଲି ଏହା ୧୦,୯୦୦ ଥିଲା ।
ମହାଚଳନ ; ଶୁକ୍ର କରିବେ ଏହି ରାଶିଙ୍କୁ ମାଲାମାଲ୍, ହଠାତ୍ ହେବେ ଧନୀ, ହେବ ବିବାହ, କିଣିବେ ଘର, ଗାଡି..
ଭୂତ ଫିଲ୍ମର ଦୃଶ୍ୟରୁ କମ୍ ନୁହେଁ; ଦେଖନ୍ତୁ ଭିଡିଓ, ରେସ୍ତୋରାଁରେ ଖାଉଥିଲେ ଲୋକେ, ହଠାତ୍ ହେଲା ଏମିତି..



