www.samajalive.in
Sunday, December 14, 2025
23.1 C
Bhubaneswar

ରାଜସ୍ଥାନ ସୀମାନ୍ତରେ ରେଡ୍‌‌ ଆଲର୍ଟ, ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ

ନୂଆଦିଲ୍ଲୀ: ରାଜସ୍ଥାନ ସୀମାନ୍ତରେ ବାଡ଼ମେରରେ ହାଇ ରେଡ ଆଲର୍ଟ ଜାରି କରାଯାଇଛି। ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଘନ ଘନ ଡ୍ରୋନ ଆକ୍ରମଣ ପରେ ରେଡ୍‌‌ ଆଲର୍ଟ ଜାରି।

 

- Advertisement -

ରାଜସ୍ଥାନର ପୋଖରନରେ ବି ପାକିସ୍ତାନୀ ସେନା ଡ୍ରୋନ ଆକ୍ରମଣ କରିଛି। ସମସ୍ତ ଡ୍ରୋନକୁ ଧ୍ୱଂସ କଲା ବାୟୁ ସେନା। ଡ୍ରୋନକୁ ମାରି ଖସାଇଥିବା ସୂଚନା। ଅବନ୍ତିପୋରା ଏୟାରବେସ ପାଖରେ ଖସାଗଲା ଡ୍ରୋନ। ପାକିସ୍ତାନର ୧୦୦ ଡ୍ରୋନକୁ ମାରି ଖସାଇଦେଲା ଭାରତ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories