www.samajalive.in
Saturday, December 13, 2025
26.1 C
Bhubaneswar

ବେକରେ ପିନ୍ଧି ପାରିବେ ଏହି ଫ୍ୟାନ୍‌; ଦାମ୍‌ ମାତ୍ର ଏତିକି..

ନୂଆଦିଲ୍ଲୀ : ଖରା କାରଣରୁ ସଭିଏଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଖରା, ଗରମରୁ ମୁକ୍ତି ପାଇବା ପାଇଁ  ଏସି ଓ ଫ୍ୟାନ୍‌କୁ ଲୋକେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଘରେ, କାର୍ଯ୍ୟାଳୟରେ ଏସି ହେଉ ଅଥବା ଫ୍ୟାନ୍‌ ଉପଲବ୍ଧ । ପ୍ରତ୍ୟେକ ସ୍ଥାନକୁ ନିଜ ସହ ଫ୍ୟାନ୍‌ କିମ୍ବା ଏସି ନେଇ ଯିବା ସମ୍ଭବ ନୁହେଁ । ତେବେ ଆଉ ଏହି ଚିନ୍ତା ନାହିଁ । କାରଣ ବଜାରକୁ ଆସି ଯାଇଛି ପୋର୍ଟେବଲ୍‌ ଫ୍ୟାନ୍‌ । ଏହି ଫ୍ୟାନ୍‌କୁ ଆପଣ ଗଳାରେ ଲଟକାଇ ସମସ୍ତ ସ୍ଥାନକୁ ନେଇ ପାରିବେ ।

ପୋର୍ଟେବଲ୍‌ ଫ୍ୟାନ୍‌ ଭିତରେ ଗ୍ରାହକଙ୍କୁ ୨ଟି ଫ୍ୟାନ୍‌ ମିଳିଥାଏ । ଏହାକୁ ଯେକୌଣସି ସମୟରେ ଚାଲୁ କରି ପାରିବେ । ଏହାଦ୍ୱାରା ଯେକୌଣସି ସ୍ଥାନରେ ଗରମକୁ ମୁକ୍ତି ପାଇପାରିବେ ।

- Advertisement -

ପୋର୍ଟେବଲ୍‌ ନେକ୍‌ ଫ୍ୟାନ୍‌କୁ ଚାର୍ଜ କରି ପାରିବେ । ଏହାଦ୍ୱାରା ବାରମ୍ବାର ବ୍ୟାଟେରୀ କିଣିବାର ଆବଶ୍ୟକତା ପଡିବ ନାହିଁ ।

ଆମାଜନ୍‌, ଫ୍ଲିପ୍‌କାର୍ଟ, ମେସୋ ସମେତ ସ୍ଥାନୀୟ ବଜାରରେ ମଧ୍ୟ ଏହି ଫ୍ୟାନ୍‌ ଉପଲବ୍ଧ । ଏହାକୁ ୨୦୦ ରୁ ୫୦୦ ଟଙ୍କା ମଧ୍ୟରେ କିଣି ପାରିବେ ।

ଏହାର ଡିଜାଇନ୍‌ ନେକ୍‌ ବ୍ୟାଣ୍ଡ୍‌ ଭଳି । ଯାହାକୁ ସାଧାରଣ ଭାବେ ଲୋକେ ଗୀତ ଶୁଣିବା ପାଇଁ ବ୍ୟବହାର କରନ୍ତି । ଏହି ଫ୍ୟାନ୍‌ ବେକରେ ପକାଇ ବ୍ୟବହାର କରି ପାରିବେ ।

୫୦୦ ବର୍ଷ ପରେ ମେ’ରେ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, କିଣିବେ ଘର, ହେବେ ଭାଗ୍ୟଶାଳୀ..

ଏଥିରେ ସ୍ପିଡ୍‌ ନିୟନ୍ତ୍ରଣ ପାଇଁ ୨ରୁ ୩ଟି ବିକଳ୍ପ ରହିଛି । ନିଜର ଆବଶ୍ୟକତା ଅନୁଯାୟୀ ଏହାକୁ ବ୍ୟବହାର କରିପାରିବେ ।

ଏଥିରେ ଆପଣଙ୍କର କୌଣସି କ୍ଷତି ହେବ ନାହିଁ ଏହା ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଦେଖନ୍ତୁ ଛାତିଥରା ଭିଡିଓ ; ନକଲି କୁମ୍ଭୀର ଭାବି ସେଲ୍‌ଫି ନେବାକୁ ଯାଇଥିବା ଯୁବକଙ୍କୁ ଟାଣି ନେଲା କୁମ୍ଭୀର, ତା’ପରେ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories